www.samajalive.in
Thursday, December 11, 2025
23.1 C
Bhubaneswar

ପିତାଙ୍କ ପାଇଁ ହୃଦୟରୁ ପଦେ…..

ପିତା ଧର୍ମ, ପିତା କର୍ମ, ପିତା ହିଁ ପରମ ତପ

ପିତାରେ ପ୍ରିତିମା ପନ୍ନେ ପ୍ରିୟନ୍ତି ସର୍ବ ଦେବତା।

ଏହି ଶୋକ୍ଳଟିର ଅର୍ଥାନୁଯାୟୀ ପିତାଙ୍କୁ ଭକ୍ତି ଓ ସମ୍ମାନ କରିବା ଦ୍ୱାରା ସର୍ବଦା ଭଗବାନ ପ୍ରସନ୍ନ ହୋଇଥାଆନ୍ତି। ଆମ ଦେଶରେ ତଥା ବିଶ୍ୱର ବିଭିନ୍ନ ସ୍ଥାନରେ ପିତାଙ୍କୁ ସମ୍ମାନ ଦେବା ପାଇଁ ‘ଫାଦ୍ରର୍ସ ଡ଼େ’ ପାଳନ କରାଯାଏ। ‘ଫାଦ୍ରର୍ସ ଡ଼େ’ ପ୍ରତିବର୍ଷ ଜୁନ ମାସର ତୃତୀୟ ରବିବାରକୁ ଭାରତ ସମେତ ବିଶ୍ୱର ବହୁ ଦେଶରେ ପାଳନ କରାଯାଏ। ଏଭଳି ଏକ ପବିତ୍ର ଦିନରେ ଜାଣନ୍ତୁ କେତେକ ଅମୂଲ୍ୟ ବାର୍ତ୍ତା …

ସର୍ବଦା ଏକ କଥା ସ୍ମରଣ ରଖିବା ଉଚିତ ଯେ, ଜୀବନରେ ପିତାଙ୍କ ସ୍ଥାନ ଭଗବାନଙ୍କ ସହ ସମାନ। ପିତା ସର୍ବଦା ସନ୍ତାନଙ୍କର ଧ୍ୟାନ ରଖିଥାଆନ୍ତି ଓ ନିଃସ୍ୱାର୍ଥ ଭଲ ପାଇବା ଦେଇଥାଆନ୍ତି।

- Advertisement -

ପିତାଙ୍କ ବିନା ଜୀବନ ମୂଲ୍ୟହୀନ। ପିତାଙ୍କ ସହ ପ୍ରତି ମାର୍ଗ ସଫଳତାର ମାର୍ଗ ଅଟେ।

ପିତାଙ୍କ ଭଲ ପାଇବା , ପିତା ଓ ସନ୍ତାନଙ୍କ ସମ୍ପର୍କର ମଧୁରତା ଅମୂଲ୍ୟ ଅଟେ।

ସମ୍ପୂର୍ଣ୍ଣ ଦୁନିଆରେ କେବଳ ପିତା ହିଁ ଏକ ମାତ୍ର ଅଟନ୍ତି ଯେ ଆଶୀର୍ବାଦ କରନ୍ତି, ସନ୍ତାନ ମାନେ ତାଙ୍କଠାରୁ ମଧ୍ୟ ସଫଳତା ପ୍ରାପ୍ତି କରନ୍ତୁ।

ପିତା ନିମ ବୃକ୍ଷ ସଦୃଶ ଅଟନ୍ତି, ଯାହାର ପତ୍ର ପିତା ହେଲେ ମଧ୍ୟ ଛାଇ ଖୁବ ଥଣ୍ଡା। ସେଭଳି ପିତାଙ୍କ କଥା କଠୋର ହେଲେ ମଧ୍ୟ ତାହା ସର୍ବଦା ଆମ ପାଇଁ ହିତକାରକ।

ସ୍ୱପ୍ନ ସନ୍ତାନଟିଏ ଦେଖେ, ମାତ୍ର ତାହାକୁ ସାକାର ପିତା କରିଥାଆନ୍ତି।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories