ବଣାଇ : ବଣାଇ ଉପଖଣ୍ଡ ଲହୁଣିପଡ଼ା ଥାନା ଅନ୍ତର୍ଗତ କୋଳେଇ ପୋଷ-କୋଇଡ଼ା ପୂର୍ତ୍ତ ବିଭାଗ ରାସ୍ତାର ଟିଙ୍କୋ ଘାଟିରେ ଗୁରୁବାର ଏକ ୧୨ ଚକିଆ ଟ୍ରକରେ ଚଳନ୍ତା ଅବସ୍ଥାରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି। ଖବର ପାଇ ଲହୁଣିପଡ଼ା ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ଟ୍ରକରେ ନିଆଁ କିପରି ଲାଗିଲା ଏହାର କାରଣ ଏଯାବତ୍ ଅସ୍ପଷ୍ଟ ରହିଛି।
Popular Categories



