ରଜର ସ୍ୱତନ୍ତ୍ର ଗୀତ ଧର୍ମ ଅଧ୍ୟାତ୍ମବିଶେଷ By Samaja Digital On Jun 12, 2019 Share ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ ॥ ରଜ ଦୋଳି କଟ କଟ, Related Posts ରଜ ସଂକ୍ରାନ୍ତିରେ ଝିଅମାନେ କରନ୍ତୁ ନାହିଁ… Jun 10, 2020 ମିଳନର ପର୍ବ ରଜ: ବର୍ଷାର ପ୍ରଥମ ଛୁଆଁ ପାଇଁ… Jun 9, 2020 ମୋ ଭାଇ ମଥାରେ ସୁନା-ମୁକୁଟ, ସୁନା ମୁକୁଟ ଲୋ ଦିଶୁଥାଏ ଝଟମଟ ॥ ” “ ପାନ ଖିଆ ରସିକ ପାଟି, ଖୋଜି ବୁଲୁଥିଲା ରାଜାଙ୍କ ହାତୀ, ଢାଳି ଦେଇଗଲା ଶିରରେ, ରାଜା ହୋଇଗଲେ ରଜରେ ॥ raja Share FacebookTwitterWhatsApp
Comments are closed.