www.samajalive.in
Tuesday, December 9, 2025
17.1 C
Bhubaneswar

ଜାଣନ୍ତୁ ଖାଦ୍ୟରେ ଆଇରନର ଅଭାବରୁ କେଉଁ ସମସ୍ୟା ସୃଷ୍ଟି ହୁଏ

ଖାଦ୍ୟରେ ଉପଯୁକ୍ତ ପୋଷକ ତତ୍ତ୍ୱର ଅଭାବ ହେବା ଦ୍ୱାରା ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ସଠିକ ପରିମାଣରେ ପୋଷକ ଯୁକ୍ତ ଖାଦ୍ୟ ଖାଇବା ନିତ୍ୟାନ୍ତ ଆବଶ୍ୟକ। ବିଶେଷ କରି ଆଇରନର ସେବନ କରିବା ନିତ୍ୟାନ୍ତ ଆବଶ୍ୟକ ଅଟେ। ଖାଦ୍ୟରେ ଆଇରନର ମାତ୍ରା କମ ହେଲେ ସ୍ୱାସ୍ଥ୍ୟ ପାଇଁ ସମସ୍ୟା ସୃଷ୍ଟି ହୋଇଥାଏ। କିଛି ସହଜ ଉପାୟ ଦ୍ୱାରା ନିଜ ଖାଦ୍ୟରେ ଆଇରନର ମାତ୍ରାକୁ ସଠିକ ରଖିପାରିବା। ଜାଣନ୍ତୁ ତାହା କ’ଣ….
ଆଇରନ କମ ହେବାର ଲକ୍ଷଣ –
ଥକ୍କାପଣ
ମୁଣ୍ଡ ବୁଲାଇବା
ଦୁର୍ବଳ ଲାଗିବା
ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା
ତ୍ୱଚା ହଳଦିଆ ହେବା
ଏକାଗ୍ରତା କରିବାରେ ଅସୁବିଧା
କେଉଁ ଖାଦ୍ୟରେ ଆଇରନ ଅଧିକ ପରିମାଣରେ ଥାଏ ….
ସୋୟାବିନ
ଭାତ
ବାଦାମ
ପନିର
ମାଂସ
ବିନସ
ଡ଼ାଳିମ୍ବ
ଗଜା ମୁଗ
ବିଭିନ୍ନ ପ୍ରକାର ଡ଼ାଲି

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories