ଯାଜପୁର : ଟ୍ରକ ଧକ୍କାରେ ୨ଟି ଭାଲୁଙ୍କର ମୃତ୍ୟୁ ହୋଇଯାଇଛି। ଯାଜପୁର ରୋଡ ରଗଡି ଉପକାରଗାର ସାମ୍ନାରେ ଭୋର ସମୟରେ ମାଆ ଓ ଛୁଆ ଭାଲୁ ରାସ୍ତା ଅତିକ୍ରମ କରୁଥିଲେ। ସେହି ସମୟରେ ଉଭୟଙ୍କୁ ଏକ ଟ୍ରକ ଧକ୍କା ଦେଇଥିଲା। ଫଳରେ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ବନ ବିଭାଗ ଉଭୟ ମାଆ ଓ ଛୁଆ ଭାଲୁର ମୃତଦେହ ଉଦ୍ଧାର କରିଛି।
Popular Categories



