ନୂଆଦିଲ୍ଲୀ: ଓଡ଼ିଆ ଶୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ ଓଡ଼ିଶା ତଥା ସମଗ୍ର ଭାରତ ପାଇଁ ଗୌରବ ଆଣିଦେଇଛନ୍ତି। ଚେକ୍ ରିପବ୍ଲିକ ଗ୍ରାଁପି ଲିବରେଶନ ଶୁଟିଂ ପ୍ରତିଯୋଗିତାରେ ସେ ସ୍ବର୍ଣ୍ଣ ପଦକ ଜିତି ଏହି ସଫଳତା ହାସଲ କରିଛନ୍ତି। ୧୦ ମିଟର ଏୟାର ରାଇଫଲର ମିକ୍ସଡ୍ ଇଭେଣ୍ଟରେ ଶ୍ରୀୟଙ୍କା ଗଗନ ନାରଙ୍ଗଙ୍କ ସହିତ ଖେଳୁଥିଲେ। ଏହା ସହିତ ସେ ଗତ ବୁଧବାର ୫୦ ମିଟର ଏୟାର ରାଇଫଲରେ ରୌପ୍ୟ ପଦକ ଜିତିଥିଲେ।
Popular Categories



