www.samajalive.in
Monday, December 8, 2025
17.1 C
Bhubaneswar

ଆପ୍ ନକାରାତ୍ମକ ରାଜନୀତି କରୁଛି: ଗମ୍ଭୀର

ନୂଆଦିଲ୍ଲୀ : ଆମ ଆଦମୀ ପାର୍ଟି (ଆପ୍‌) ନକାରାତ୍ମକ ରାଜନୀତି କରୁଛି ବୋଲି ପୂର୍ବ ଦିଲ୍ଲୀର ବିଜେପି ପ୍ରାର୍ଥୀ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଅଭିଯୋଗ କରିଛନ୍ତି। ଗମ୍ଭୀର ଦୁଇଟି ଭୋଟର ପରିଚୟପତ୍ର ହାସଲ କରିଥିବା ନେଇ ଆପ୍ ନେତା ଅତିସୀ ଅଭିଯୋଗ କରିଥିବାରୁ ଗମ୍ଭୀର ଏପରି କହିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ଜଣଙ୍କ ପାଖରେ କିଛି କରିବାର ଲକ୍ଷ୍ୟ ନଥାଏ ସେତେବେଳେ ​‌େ​‌ସ ନକାରାତ୍ମକ ପନ୍ଥା ଆପଣାଇଥାଏ। ଦୁଇଟି ଭୋଟର ପରିଚୟପତ୍ର ହାସଲ କରିବା ନେଇ ଗମ୍ଭୀରଙ୍କ ବିରୋଧରେ ଅତିସୀ ଫୌଜଦାର ମାମଲା ରୁଜୁ କରିଛନ୍ତି। ମେ ୧ରେ ଅଦାଲତ ଏହାର ଶୁଣାଣି କରିବେ। ଏହା ସହିତ ବିନା ଅନୁମତିରେ ରୋଡ ଶୋ’ କରିବା ନେଇ ମଧ୍ୟ ଗମ୍ଭୀରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories