www.samajalive.in
Monday, December 8, 2025
27.1 C
Bhubaneswar

ତିନି ଜୈସ ଆତଙ୍କବାଦୀ ଗିରଫ

ଶ୍ରୀନଗର : ଜାମ୍ମୁ-କାଶ୍ମୀର ପୁଲିସ ରବିବାର ଜୈସ-ଇ-ମହମ୍ମଦର ୩ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏହା ସହିତ ଜୈସର ଓଭରଗ୍ରାଉଣ୍ଡ ୱାର୍କରକୁ ମଧ୍ୟ ଗିରଫ କରାଯାଇଛି। ବଡଗାଓଁ ଜିଲା ୱାଥୋରାରୁ ଗିରଫ ହୋଇଥିବା ଆତଙ୍କବାଦୀ ହେଲେ ସମୀର ଅହମ୍ମଦ ଦାର, ମୁସ୍ତାକ ଅହମ୍ମଦ ଗୋଜରି ଓ ଜୁନେଦ ସାଫି ଦାର। ଗିରଫ ହୋଇଥିବା ଓଭରଗ୍ରାଉଣ୍ଡ ୱାର୍କର ହେଉଛି ଲତିଫ ଅହମ୍ମଦ ଦାର। ଶ୍ରୀନଗର ଏସଏସପି ହଜିବ ମୋଗଲ କହିଛନ୍ତି ଯେ ଗିରଫ ଆତଙ୍କବାଦୀମାନେ ଶୁକ୍ରବାର ଛାନପୋରା ଥାନା ଆକ୍ରମଣରେ ସମ୍ପୃକ୍ତ ଥିଲେ। ସେମାନଙ୍କ ନିକଟରୁ ଏକ ଚାଇନା ପିସ୍ତଲ, ୨ଟି ମାଗାଜିନ ଓ ୬ ରାଉଣ୍ଡ ଗୁଳି ଜବତ କରାଯାଇଛି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories