www.samajalive.in
Saturday, December 6, 2025
26.1 C
Bhubaneswar

କ’ଣ ଆପଣ ବି ଚକୋଲେଟ ଉପରେ ଧଳା ଦାଗ ଦେଖି ତାକୁ ପୁରୁଣା ଭାବୁଛନ୍ତି କି ?

ଚକୋଲେଟ ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ। ଅଧିକତଃ ଲୋକମାନେ ଚକୋଲେଟକୁ ଅଧିକ ଦିନ ପର୍ଯ୍ୟନ୍ତ ଫ୍ରିଜ ରଖି ଏହାକୁ ଖାଇବାର ମଜା ନେଇ ଥାଆନ୍ତି। କିନ୍ତୁ ବେଳେବେଳେ ଚକୋଲେଟକୁ ଅଧିକ ଦିନ ପର୍ଯ୍ୟନ୍ତ ରଖିବା ଦ୍ବାରା ସେଥିରେ ଧଳା ଧଳା ଦାଗ କିଛି ହୋଇ ଯାଇଥାଏ। ଆମେ ଭାବି ଥାଉ ଯେ, ଚକୋଲେଟ ଖରାପ ହୋଇଯାଇଛି ଓ ତାକୁ ଫୋପାଡି ଦେଇଥାଉ। କିନ୍ତୁ ପ୍ରକୃତରେ ଚକୋଲେଟ ଖରାପ ହୋଇ ନ ଥାଏ।

ଚକୋଲେଟ୍‌ ଉପରେ ଧଳା ଦାଗ ହୋଇଥିଲେ ତାହା ଖରାପ ହୋଇ ନ ଥାଏ। ସେଥିରେ ବ୍ଲୁମ୍‌ ସୃଷ୍ଟି ହୋଇଥାଏ।

- Advertisement -

ଚକୋଲେଟ୍‌ରେ ବ୍ଲୁମ୍‌ ଦୁଇ ପ୍ରକାରର ହୋଇଥାଏ। ଯଥା – ଫ୍ୟାଟ୍ ବ୍ଲୁମ୍‌ ଓ ସୁଗାର ବ୍ଲୁମ୍‌

ସୁଗାର ବ୍ଲୁମ୍‌ ସେତେବେଳେ ହୋଇଥାଏ ଯେତେବେଳେ ତାହା ନରମ ଚକୋଲେଟ ସଂସ୍ପର୍ଶରେ ଆସିଥାଏ। ସୁଗାର ବ୍ଲୁମ୍‌ ଚକୋଲେଟରେ ଚିନି ଅଂଶ ରହିଥାଏ। ଏହାକୁ ଅଧିକ ଦିନ ଧରି ଫ୍ରିଜରେ ରଖି ଦେବା ଦ୍ବାରା ଚିନି ଅଂଶ ଚକୋଲେଟ ଉପରେ ଧଳା ଦାଗ ସୃଷ୍ଟି କରିଥାଏ।

ଫ୍ୟାଟ୍‌ ବ୍ଲୁମ୍‌ ଚକୋଲେଟକୁ ଷ୍ଟୋର କରି ରଖିବା ଅନୁଚିତ। ଏହାକୁ ସାଇତି ରଖିବା ଦ୍ବାରା ପାଣିପାଗର ପରିବର୍ତ୍ତନ ପାଇଁ ଚକୋଲେଟ ଉପର ଭାଗ ଧଳା ଦେଖା ଯାଇଥାଏ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories