ଖୋର୍ଦ୍ଧା : ଟାଉନ ଥାନା ଅନ୍ତର୍ଗତ ଶ୍ରୀରାମନଗର ଅଞ୍ଚଳରେ ଜଣଙ୍କ ଘର ଆଗରେ ରଖାଯାଇଥିବା ଏକ କାର ଉପରକୁ ବୋମା ମାଡ କରାଯାଇଥିବା ଅଭିଯୋଗ କରାଯାଇଛି।। ବୋମା ମାଡରେ କାରର କାଚ ଭାଙ୍ଗି ଯାଇଥିବା ଜଣାପଡିଛି। ତେବେ ୨ଜଣ ଦୁର୍ବୃତ୍ତ କାର ଉପରକୁ ବୋମା ମାଡ କରି ଫେରାର ହୋଇଯାଇ ଥିବା ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି। ଏନେଇ ଥାନାରେ ଥାନାରେ ଅଭିଯୋଗ ହୋଇଛି।
Popular Categories



