() ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଶିଖରରେ ଉଡିଲା ଧର୍ମଧ୍ୱଜା, ରାମଲାଲାଙ୍କ ପୂଜାର୍ଚ୍ଚନା ପରେ ଧର୍ମଧ୍ୱଜା ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଯୋଧ୍ୟାରେ ଭକ୍ତିମୟ ପରିବେଶ . . .
() ବିଜେଡିର ସିନିୟର୍ ସିଟିଜେନ୍ ସେଲ୍ ଉପସଭାପତି ପଦରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ, କହିଲେ ଦଳ ଏବେ ବିଜୁ ବାବୁଙ୍କ ଆଦର୍ଶରେ ଆଉ ପରିଚାଳିତ ହେଉନାହିଁ . . ନବୀନଙ୍କୁ ପଠାଇଲେ ଇସ୍ତଫା ଚିଠି,
() ବଙ୍ଗୋପସାଗରେ ଆସୁଛି ବାତ୍ୟା, ଆଜି ଅବପାତରେ ପରିଣତ ହୋଇପାରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ, ସେପଟେ ଶ୍ରୀଲଙ୍କା ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି . . .
() କଟକ ବିଡାନାସୀ ଅଞ୍ଚଳରେ ସିଏମସି ସ୍ୱାସ୍ଥ ବିଭାଗ ଚଢାଉ, ଅପମିଶ୍ରଣ ଅଭିଯୋଗ ପରେ ମୋବାଇଲ ଭ୍ୟାନରେ କ୍ଷୀର ଯାଞ୍ଚ କଲା ଟିମ୍ ,
() ପୁଲିସ ଏସ୍ଆଇ ପରୀକ୍ଷା ଅନିୟମିତତା ମାମଲା , ବ୍ରହ୍ମପୁର ଜେଲରୁ ଝାରପଡା ଜେଲରୁ ଆସିଲେ ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ସମେତ ୧୨ଜଣ ଅଭିଯୁକ୍ତ ,.. ଘଟଣାର ପର୍ଦ୍ଦାଫାସ ପାଇଁ ତଦନ୍ତ କରୁଛି ସିବିଆଇ.
() ଇଥୋପିଆରେ ଭୟଙ୍କର ଆଗ୍ନେୟଗିରି ଉଦ୍ଗୀରଣ , ବାୟୁମଣ୍ଡଳରେ ବିଶାଳକାୟ ପାଉଁଶ ବାଦଳ, ଉଦଗୀରଣରୁ ବାହାରୁଥିବା ଧୂଆଁ ଦିଲ୍ଲୀ ପହଞ୍ଚିଲା, ଏୟାର ଇଣ୍ଡିଆର ୧୧ବିମାନ ବାତିଲ,



