www.samajalive.in
Friday, December 5, 2025
27.1 C
Bhubaneswar

୧୦ମ ଥର ପାଇଁ ଶପଥ ନେଲେ ନିତୀଶ

ସମାଜ ଲାଇଭ ଡ଼େସ୍କ : ଆଜି ବିହାରରେ ୧୦ମ ଥର ପାଇଁ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ । ଶପଥ ଉତ୍ସବରେ   ପ୍ରଧାନମମନ୍ତ୍ରୀ ମୋଦିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଓ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଉପସ୍ଥିତ ଥିଲେ । ନୀତିଶ କୁମାରଙ୍କ ସହ ବିଜେପିର ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳ ମଧ୍ୟ ଆଜି ଶପଥ ନେବେ । ଶପଥ ନେବାକୁ ଥିବା ମନ୍ତ୍ରୀମାନେ ହେଲେ ଜେଡିୟୁର ଲେସି ସିଂହ , ଜମା ଖାନ , ମଦନ ସହନୀ , ବିଜୟ ଚୌଧୁରୀ , ଅଶୋକ ଚୌଧୁରୀ , ବିଜେନ୍ଦ୍ର ଯାଦବ , ଶ୍ରବଣ କୁମାର  ବିଜେପିର ଦିଲୀପ ଯଯଶବଲ, ନୀତିନ ନବୀନ, ମଙ୍ଗଲ ପାଣ୍ଡେ, ରାମକ୍ରିପାଲ ଯାଦବ, ସଞ୍ଜୟ ସିଂହ ଟାଇଗର , ଅରୁଣ ଶଙ୍କର ପ୍ରସାଦ , ସୁରେନ୍ଦ୍ର ମେହତା , ନାରାୟଣ ପ୍ରସାଦ , ରମା ନିଷାଦ , ଲକ୍ଷେନ୍ଦ୍ର ପାସ୍ଵାନ , ଶ୍ରେୟସୀ ସିଂହ , ବିଧାନ ପରିଷଦ ସଦସ୍ୟ ପ୍ରମୋଦ କୁମାର ଚନ୍ଦ୍ରବଂଶୀ । ଏଲଜେପିର ସଞ୍ଜୟ ପାସ୍ଵାନ ଓ ସଞ୍ଜୟ ସିଂହ , ଆରଏଲଏମର ଦୀପକ ପ୍ରକାଶ ଏବଂ ଏଚଏଏମର ସନ୍ତୋଷ ସୁମନ

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories