www.samajalive.in
Friday, December 5, 2025
26.1 C
Bhubaneswar

ସିରିଜ ଦୁର୍ଘଟଣା ଘଟାଇବା ପରେ ରାସ୍ତା ମଝିରେ ମହିଳାଙ୍କ ହାଇଡ୍ରାମା

ସମାଜଲାଇଭ ଡେସ୍କ: ସିରିଜ ଦୁର୍ଘଟଣା ଘଟାଇଲେ। ଗୋଟିକ ପରେ ଗୋଟିଏ ୪ ଗାଡ଼ିକୁ ଧକ୍କା ଦେଲେ। ଶେଷରେ ନିଜ କାରକୁ ଡିଭାଇଡରରେ ପିଟିଲେ। ଏତିକିରେ ମନ ଶାନ୍ତି ନ ହେବାରୁ ମଝି ରାସ୍ତାରେ ହଙ୍ଗାମା କଲେ। ଭୁବନେଶ୍ଵର ପଳାଶୁଣୀ ଛକ ନିକଟରେ ଏଭଳି ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମହିଳାଙ୍କ ହାଇଡ୍ରାମାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଚର୍ଚ୍ଚାର ବିଷୟ ପାଲଟିଛି।

ରାସ୍ତାରେ କାର ଦୁର୍ଘଟଣା କରିବା ପରେ ମହିଳା ଜଣକ ନିଜ ରୋବାବ୍ ଦେଖାଇଥିଲେ। ଧକ୍କା ଦେଇଥିବା ଲୋକଙ୍କୁ କ୍ଷମା ମାଗିବା ପରିବର୍ତ୍ତେ ଦୁର୍ବ୍ୟବହାର କରିଥିଲେ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories