www.samajalive.in
Friday, December 5, 2025
27.1 C
Bhubaneswar

ନୂଆପଡ଼ାରେ ଘାସିରାମଙ୍କ ପ୍ରଚାର

ନୂଆପଡ଼ା: ନୂଆପଡ଼ା ବ୍ଲକ ଜୋନ ୭ରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ସୋମବାର ପ୍ରଚାର କରିଛନ୍ତି । ପ୍ରଥମେ ବେଳଟୁକୁରି ପଞ୍ଚାୟତ ଟମକିଦାଦାର ଗାଁରେ ଘାସିରାମ ପ୍ରଚାର ଆରମ୍ଭ କରିଥିଲେ । ପରେ ବନ୍ଧାପଡ଼ା, ବେଳଟୁକୁରି, ବଖରମାଲ, ପଣ୍ଡ୍ରିପାଣି, ଗୁଡ଼ାପତରା, ନେଗିପାଲି, କୋଦୋମେରି, ବିଶୋରା, ଝିଟକି ଗାଁରେ ଭୋଟ ଭିକ୍ଷା କରିଥିଲେ । ଏଠାରେ ରାଷ୍ଟ୍ରୀୟ ମୁଖପାତ୍ର ଡ଼ ହମିଡ ହୁସେନ, ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ତୁଲେଶ୍ବର ନାଏକ, ମହିଳା ନେତ୍ରୀ ସିଦ୍ଧେଶ୍ବରୀ ଠାକୁର, ପ୍ରୀତି ସାହୁ, ବରିଷ୍ଠ ନେତା ଲାଲାରାମ ମାଝି, କୁଞ୍ଜବିହାରି ପଟେଲ, ନରେଶ ଚନ୍ଦ୍ରକାର, ପ୍ରେମ କୁମାର ମାଝି, କମଲେଶ୍ବରୀ ସାହୁ, ରେବତୀ ସାହୁ, ଟୁକୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories