www.samajalive.in
Friday, December 5, 2025
23.1 C
Bhubaneswar

ନୂଆପଡ଼ା ଉପନିର୍ବାଚନ: ବ୍ଲକ ଓ ଏନଏସି ସ୍ତରରେ ନେତାଙ୍କୁ ନିଯୁକ୍ତ କଲା ବିଜେଡି

ସମାଜ ଡିଜିଟାଲ ଡେସ୍କ: ନୂଆପଡ଼ା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ତତ୍ପର ହୋଇପଡ଼ିଛି। ନୂଆପଡ଼ା ଆସନକୁ ନିଜ ହାତରେ ରଖିବା ଲାଗି ଦଳ ଜୋରଦାର ଉଦ୍ୟମ ଚଳାଇଛି। ନିର୍ବାଚନ ସମୟରେ ଦଳୀୟ କାର୍ଯ୍ୟକୁ ମନିଟର କରିବା ଲାଗି ବିଜେଡି ପକ୍ଷରୁ ବ୍ଲକ ଏବଂ ଏନଏସି ସ୍ତରରେ ନେତାଙ୍କୁ ନିଯୁକ୍ତ କରାଯାଇଛି।

ନୂଆପଡ଼ା ବ୍ଲକ ପାଇଁ ସୁଧୀର ସାମଲ, ଶ୍ରୀକାନ୍ତ ସାହୁ, ମୁକେଶ କୁମାର ପାଲ, ପ୍ରଦୀପ କୁମାର ସାହୁ, ପୂର୍ଣ୍ଣଚନ୍ଦ୍ର ସ୍ଵାର୍ଇ, ମନ୍ମଥ ରାଉତରାୟ, ଦେବାଶିଷ ମାରାଣ୍ଡିଙ୍କୁ ନିଯୁକ୍ତ କରାଯାଇଥିବାବେଳେ କୋମନା ବ୍ଲକରେ ପ୍ରଣବ କୁମାର ବଳବନ୍ତରାୟ, ସଞ୍ଜୀବ କୁମାର ମଲ୍ଲିକ ଓ ମାଧବ ଧଡ଼ାଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ଖରିଆର ରୋଡ୍ ଏନଏସି ପାଇଁ ଗଣେଶ୍ଵର ବେହେରା, ଅନନ୍ତ ନାରାୟଣ ଜେନା ଏବଂ ରାଜେନ୍ଦ୍ର ସାହୁଙ୍କୁ ନିଯୁକ୍ତ କରାଯାଇଛି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories