www.samajalive.in
Monday, December 8, 2025
20.1 C
Bhubaneswar

ଆଜି ନାମାଙ୍କନ ଦାଖଲ କରିବେ ନାହିଁ ଜୟ ଢୋଲକିଆ

ସମାଜ ଡିଜିଟାଲ ଡେସ୍କ: ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଜି ନାମାଙ୍କନ ଦାଖଲ କରିବେ ନାହିଁ ବୋଲି ସୂଚନା ମିଳିଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜୟ ନାମାଙ୍କନ ଦାଖଲ କରିବେ ବୋଲି ଦଳ ପକ୍ଷରୁ ପୂର୍ବରୁ କୁହାଯାଇଥିବା ବେଳେ ଏହାକୁ ସ୍ଥଗିତ କରାଯାଇଛି । ଆସନ୍ତା ୧୮ ତାରିଖରେ ନାମାଙ୍କନ ଦାଖଲ କରିବେ ଜୟ ଢୋଲକିଆ ।

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡା ଗସ୍ତରେ ଯାଉଥିବା ବେଳେ ସେଠାରେ ଅନେକ ବିଜେଡି କର୍ମୀ ବିଜେପି ଦଳରେ ସାମିଲ ହେବେ । ଏହାରି ଭତରେ ଆଉ ଏକ ବଡ ଖବର ଆସିଛି ଯେ ଲମ୍ବୋଧର ନିଆଲ ଜୟଙ୍କ ଘରେ ଏକ ବୈଠକରେ ବସି ଆଲୋଚନା କରୁଥିବା ଦେଖିବାକୁ ମିଳିଛି । କୁହାଯାଉଛି ଯେ ଲମ୍ବୋଧର ନିଆଲ ବିଜେପିରେ ସାମିଲ ହୋଇପାରନ୍ତି । ଲମ୍ବୋଧର କଳାହାଣ୍ଡି ଜିଲାର ଜଣେ ଟାଣୁଆ ନେତା ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories