www.samajalive.in
Friday, December 5, 2025
27.1 C
Bhubaneswar

ଶୀଘ୍ର ଦରମା ପାଇବେ ଗ୍ରାମୀଣ ଗୃହ ନିର୍ମାଣ ପିଏମ୍‌ୟୁ କର୍ମଚାରୀ

ଭୁବନେଶ୍ୱର: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅନ୍ତର୍ଗତ ଗ୍ରାମୀଣ ଗୃହ ନିର୍ମାଣର ବିଭିନ୍ନ କାର୍ଯ୍ୟକ୍ରମରେ କାର୍ଯ୍ୟରତ ଆଉଟ୍‌ସୋର୍ସିଙ୍ଗ୍‌ କର୍ମଚାରୀଙ୍କୁ ଶୀଘ୍ର ମିଳିବ ବକେୟା ଦରମା । ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଜରୁରୀ ହସ୍ତକ୍ଷେପ ଯୋଗୁ ବୁଧବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୨୫ କୋଟି ବକେୟା ଟଙ୍କା ଦିଆଯିବା ନେଇ ତ୍ୱରିତ ପଦକ୍ଷେପ ନିଆଯାଇଛି । ପ୍ରକ୍ରିୟାଗତ ବିଳମ୍ବ ଯୋଗୁ ବକେୟା ଥିବା ପ୍ରାୟ ୭୦୦ ଜଣ ଆଉଟ୍‌ସୋର୍ସିଙ୍ଗ କର୍ମଚାରୀଙ୍କ ଦରମା ଏହା ପରେ ଶୀଘ୍ର ଦିଆଯିବ ବୋଲି ବିଭାଗ ପକ୍ଷରୁ ସୂଚିତ କରାଯାଇଛି । ସୂଚନାଯୋଗ୍ୟ, କର୍ମଚାରୀମାନଙ୍କୁ ଦରମା ମିଳି ନ ଥିବାବେଳେ ‘୭ମାସ ହେଲା ବିନା ଦରମାରେ ଖଟୁଛନ୍ତି ୭୦୦ କର୍ମଚାରୀ’ ଶୀର୍ଷକ ଖବର ବୁଧବାର ସମାଜ ଖବରକାଗଜରେ ପ୍ରକାଶ ପାଇଥିଲା।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories