www.samajalive.in
Monday, December 8, 2025
27.1 C
Bhubaneswar

ବିଜେପିକୁ ତେରଚ୍ଛା ବାଣ ମାରିଲେ ପିସିସି ସଭାପତି: ତାଙ୍କ ଦଳରେ ବିଧାୟକ ଯୋଗ୍ୟ ପ୍ରାର୍ଥୀ ନାହାଁନ୍ତି

ନୂଆପଡା: ନୂଆପଡାରେ ବିଜେପିକୁ ତେରେଚ୍ଛା ବାଣ ମାରିଛନ୍ତି ପିସିସି ସଭାପତି ଭକ୍ତ ଦାସ । ସେ କହିଛନ୍ତି ବିଜେପି ପ୍ରମାଣିତ କରିଛି ତାଙ୍କ ଦଳରେ ବିଧାୟକ ଯୋଗ୍ୟ ପ୍ରାର୍ଥୀ ନାହାଁନ୍ତି । ତାଙ୍କ ଦଳରେ ଅକର୍ମଣ୍ୟ ଲୋକ ଅଛନ୍ତି ନା ଏତେ ଦିନ ମଧ୍ୟରେ ସେମାନେ କୌଣସି ବିକଳ୍ପ ମଧ୍ୟ ତିଆରି କରିନାହାଁନ୍ତି ।

ମୁଖ୍ୟମନ୍ତ୍ରୀ ଦୁଇ ଥର ନୂଆପଡା ଆସି ଯିବା ପରେ ଏବେ ପୁଣି ଥରେ ଆସିବେ । ଅନ୍ୟ ନେତାମାନେ ମଧ୍ୟ ଆସିବେ । ହେଲେ ଭୋଟ ଚୋରି ଦଳ ଆସନ୍ତୁ ଯେତେ ଆସିଲେ ବି ଜନତା ଠିକ୍‍ ନିଷ୍ପତ୍ତି ନେବେ ବୋଲି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories