www.samajalive.in
Wednesday, December 10, 2025
26.1 C
Bhubaneswar

ରାବଣପୋଡି ବେଳେ ୧୫୦ ମୋବାଇଲ୍‍ ଚୋରି

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ଗୁରୁବାର ରାତିରେ ରାବଣପୋଡି ବେଳେ ମୋବାଇଲ୍‍ ଚୋରି ହୋଇଥିବା ଅଭିଯୋଗ ହୋଇଛି । ବରମୁଣ୍ଡା ଦଶହରା ପଡିଆରୁ ୧୫୦ରୁ ଉଦ୍ଧ୍ୱର୍ ମୋବାଇଲ୍‍ ଚୋରି ହୋଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି । ଯେଉଁମାନଙ୍କର ମୋବାଇଲ୍‍ ଚୋରି ହୋଇଥିଲା ସେମାନେ ଥାନାରେ ଅଭିଯୋଗ କରିବାକୁ ଭିଡ଼ ଜମାଇଥିଲେ । ଗୁରୁବାର ବିଜୟା ଦଶମୀ ରହିଥିବା ବେଳେ ମା’ଙ୍କ ଦର୍ଶନ କରିବାକୁ ରାଜଧାନୀର ବିଭିନ୍ନ ମଣ୍ଡରେ ପ୍ରବଳ ଭିଡ଼ ଜମିଥିଲା । ଏହାସହିତ ରାବଣ ପୋଡି ଦେଖିବାକୁ ମଧ୍ୟ ପ୍ରବଳ ଗହଳି ହୋଇଥିବା ଏହାର ଫାଇଦା ଉଠାଇଥିଲେ ଲୁଟେରା ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories