ଫୁଲବାଣୀ: ଫୁଲବାଣୀ ଆଦର୍ଶ ଥାନା ଅଧିକାରୀ ପି.ସ୍ୱରୁପ କିଶନଙ୍କ ନେତୃତ୍ୱରେ ରବିବାର ବିଳମ୍ବିତ ରାତ୍ରରେ ଚାଲିଥିବା ପାଟ୍ରୋଲିଂ ବେଳେ ଏକ କାରରେ ଚୋରା ଗଞ୍ଜେଇ ଚାଲାଣ ବେଳେ ସନ୍ଦେହରେ ପାଟ୍ରୋଲିଂ ଦଳ ତଲାସି ବେଳେ ଗାଡ଼ିରୁ ୨୬ କେଜିରୁ ଅଧିକ ଗଞ୍ଜେଇ ଜବତ କରାଯାଇଥିଲା। ତଦନ୍ତ ବେଳେ ଜବତ ଗଞ୍ଜେଇକୁ ସମ୍ଭଲପୁରକୁ ଚାଲାଣ କରାଯାଉଥିବା ପୁଲିସ୍ ଜାଣିବାକୁ ପାଇଥିଲା । ଫୁଲବାଣୀ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତରେ ତନଖୀ କରାଯିବା ସହିତ ଓଜନ କରାଯାଇଛି। ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।
Popular Categories



