ବଲାଙ୍ଗୀର : ପୁଣି ମାଟ୍ରିକ ପରୀକ୍ଷାର ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ସୂଚନା ମିଳିଛି। ସୋମବାର ମାଟ୍ରିକ ପରୀକ୍ଷାର ଦିତୀୟ ଦିନର ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଜଣାପଡ଼ିଛି। ବଲାଙ୍ଗୀର ଜିଲାରେ ମୋବାଇଲରୁ ମୋବାଇଲକୁ ଏହି ପ୍ରଶ୍ନପତ୍ର ଘୁରି ବୁଲିଛି। ସୂଚନା ଅନୁଯାୟୀ, ପରୀକ୍ଷାର ୧୫ ରୁ ୨୦ ମିନିଟ ପରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଚର୍ଚ୍ଚା ହେଉଛି।
Popular Categories



