www.samajalive.in
Friday, December 5, 2025
23.1 C
Bhubaneswar

ବୁଧବାର ରାଶିଫଳ; ଅକ୍ଷୟ ଜୀର୍ତି ଅର୍ଜନ କରିପାରନ୍ତି

ମେଷ: ପ୍ରଥୁତି ପ୍ରଭାବ ସମ୍ପନ୍ନ ହେବେ। ଲୋଭାସକ୍ତ ବ୍ୟକ୍ତି ହୋଇଥିବାରୁ ଜନସାଧାରଣଙ୍କ ବିରକ୍ତିଭାବର ସମ୍ମୁଖୀନ ହୋଇପାରନ୍ତି । ତୀର୍ଥ ଦର୍ଶନ କରି ପାପମୁକ୍ତ ପାଇଁ ପ୍ରାର୍ଥନା କରିବାକୁ ପଡ଼ିବ। ଯଶ୍ଵାସୀ ହେବେ।

ବୃଷ: ସୁଦୂରପ୍ରସାରୀ ପ୍ରଭୃତ୍ତ ବିସ୍ତାର କରିପ କରିପାରନ୍ତି । ମହାମନୁଷ୍ୟଭାବେ ଅକ୍ଷୟ କୀର୍ତ୍ତି ସ୍ଥାପନ କରିପାରନ୍ତି । ନିଜର ବଂଶ ମର୍ଯାଦା ରକ୍ଷା କରିବାରେ ପାରଙ୍ଗମ ହେବେ। ପିତୃମାତୃ ରକ୍ତିଭାବର ହୋଇପାରନ୍ତି।

- Advertisement -

ମିଥୁନ: ଏପରି କାର୍ଯ୍ୟ ନ କରନ୍ତୁ: ଯାହା ପାଇଁ ସାଧୁମାନଙ୍କ ବିରାଗଭାଜନ ହେବାକୁ ପଡ଼ିବ। ଉପକାରୀ ବ୍ୟକ୍ତିଙ୍କ ନିକଟରେ କୃତଘ୍ନ ନହେବାକୁ ଚେଷ୍ଟା କରିବେ। ନାଚ ସେବା ବର୍ଜନ କରିବାକୁ ପଡ଼ିବ।

କର୍କଟ: ବିଭିନ୍ନ ଉପାୟ ଅବଲମ୍ବନ କରି ଧନବାନ୍ ହେବେ । ବହୁ ଧନୀ ବ୍ୟକ୍ତିଙ୍କ ସହିତ ମିତ୍ରତା ସ୍ଥାପନ କରିପାରନ୍ତି। ବିଦ୍ୟାବାନ୍, ଗୁଣା ଓ ଚତୁର ହେବେ। ପ୍ରଭୁଙ୍କ ପ୍ରାତିପୂର୍ଣ କାର୍ଯ୍ୟ କରିବାରେ ଆତୁର ହେବେ।

ସିଂହ: ନରେନ୍ଦ୍ରନାଥ ସଦୃଶ କ୍ଷମତାଧାରୀ ଓ ମହାନୁଭବ ହୋଇପାରନ୍ତି। ସ୍ୱପାତ୍ର ଅଙ୍ଗ ପ୍ରତ୍ୟେଙ୍ଗ ସୁଦୃଶ ନେବ । ଧୃତି, ସତ୍ୟ ଉପରେ ପର୍ଯ୍ୟବସିତ ହେବ। ମହାପ୍ରଭାବଶାଳୀ ହେବେ। ସଦା ହର୍ଷିତ ହେବେ ।

କନ୍ୟା: ପିତାମାତାଙ୍କ କଲ୍ୟାଣରାଜନ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ପତ୍ନୀଙ୍କ ଉପରେ ନିର୍ଭରଶୀଳ ହେବେ । ସହନଶୀଳ ମନୋଭାବର ହୋଇପାରନ୍ତି । ଦୀନ, ଦରିଦ୍ରଙ୍କୁ ଦାନ କରି ମହାନ୍ ହେବେ ।

ତୁଳା: ଜନସାଧାରଣଙ୍କ ପୂଜ୍ୟ ହୋଇପାରନ୍ତି । ତ୍ରିସନ୍ଧ୍ୟା ଧ୍ୟାନରେ ନିମଗ୍ନ ହୋଇପାରନ୍ତି । ବନ୍ତ ଓ ନେତ୍ର ଶରୀର ଶୋଭା ବଦ୍ଧନକାରୀ ହେବେ। ଶତ୍ରୁମାନେ ଶରଣାଗତ ହୋଇପାରନ୍ତି । ସରକାରଙ୍କ ପ୍ରିୟ ହେବେ ।

ବିଛା: ହୃଦୟବାନ ହେବେ । ଉନ୍ନ‌ତ ଚିନ୍ତାଧାରା ଓ ଉତ୍ସାହପ୍ରଦ ଉପଦେଶ ଦେଇ ସହଯୋଗୀ ଓ ସହକର୍ମୀମାନଙ୍କର ବିଶ୍ଵାସଭାଜନ ହେବେ । ପ୍ରାଣୀ ଜଗତ ଉପରେ ଦୟାଦ୍ରିରାଳ ପୋଷଣ କରିବେ । ଜର୍ମଠ ହେବେ।

ଧନୁ: ଅକ୍ଷୟ ଜୀର୍ତି ଅର୍ଜନ କରିପାରନ୍ତି । ସୁଧର୍ମରୁ ବିଚ୍ୟୁତ ହେବେ ନାହିଁ । ବ୍ରାହ୍ମଣ ସମ୍ମତ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ । ଅଧସ୍ତନ ଓ ନିର୍ଭରଶୀଳଙ୍କ ନୟନାଭିରାଗ ହୋଇପାରନ୍ତି। ଧନିଯୁକ୍ତ ହେବେ ।

ମକର: ସତର୍କ ନରହିଲେ ସରକାରଙ୍କ କୋପ ଦୃଷ୍ଟି ଆପଣଙ୍କର କ୍ଷତି ସାଧନ କରିପାରେ । ଧନ‌ଧାନ୍ୟ ହାନିର ସୂଚନା ମିଳୁଛି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଯାନବାହନ ଚଳାଚଳରେ ସତର୍କ ରହିବେ ।

କୁମ୍ଭ: ପୁଣ୍ୟାର୍ଜନରେ ତତ୍ପରତା ପ୍ରକାଶ ପାଇବ। ସୁଶୀଳ ଚେଷ୍ଟା ଫଳବତୀ ହେବ । ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ବିନୟ ଭାବ ପ୍ରକାଶ କରିପାରନ୍ତି । ସେବା ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ନିଷ୍ପତିରେ ଅଟଳ ରହିବେ ।

ମୀନ: ରିପୁ ନାଶନରେ ତତ୍ପରତା ପ୍ରକାଶ ପାଇବ। ଅତ୍ୟଧିକ ପରିଶ୍ରମରୁ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଅଭାବ ଅନଟନ ପାଇଁ ଚିନ୍ତା ପ୍ରକଟ କରିପାରନ୍ତି। ବାହ୍ୟ ଖର୍ଚ୍ଚ କାଟ୍ କରିପାରନ୍ତି । ସୁସ୍ଥ ରହିବେ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories