www.samajalive.in
Friday, December 5, 2025
27.1 C
Bhubaneswar

ନମ୍ବର ମାଗୁଥିଲେ… ରୋଡ ରୋମିଓଙ୍କୁ ଚାପୁଡା ପରେ ଚାପୁଡା

ସମାଜ ଡିଜିଟାଲ ଡେସ୍କ: ଗତ ୧୦ଦିନ ହେବ ରୋଡ ରୋମିଓ ଜଣଙ୍କ ଯୁବତୀଙ୍କୁ ମାଗୁଥିଲେ ଫୋନ୍‍ ନମ୍ବର । ସୂଚନା ଅନୁସାରେ ଯୁବତୀ ଜଣଙ୍କ ରାସ୍ତାରେ ଯାତାୟାତ କରିଲା ବେଳେ ପ୍ରତିଦିନ ସଂପୃକ୍ତ ଯୁବକ ଜଣଙ୍କ ତାଙ୍କୁ ପିଛା କରି ଆସିବା ସହ ଫୋନ୍‍ ନମ୍ବର ମାଗୁଥିଲା । ଯୁବତୀ ଜଣଙ୍କ କିଛି ନକହି ଚାଲିଯାଇଥିଲେ । ହେଲେ ଲଗାତାର ୧୦ଦିନ ଏଭଳି ହେବା ପରେ ଆଜି ଯୁବତୀ ଜଣଙ୍କ ସଂପୃକ୍ତ ରୋଡ ରୋମିଓଙ୍କ ଭଲ ଭାବରେ ପାନେ ଦେଇଛନ୍ତି । ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଉନ୍ନାୱରେ ଏହି ଘଟଣାଟି ଘଟିଛି ।

ଯୁବତୀ ଜଣଙ୍କ ଆଜି ସଂପୃକ୍ତ ଯୁବକଙ୍କୁ ରାସ୍ତା ମଝିରେ ପିଟିପିଟି ସାବାଡ କରିଛନ୍ତି । ରୋଡ ରୋମିଓଙ୍କ ଛୁଟି ଘୋଷାଡି ମାରିବା ସହ ଗାଲକୁ ଚାପୁଡା ପରେ ଚାପୁଡା ମାରିବାରେ ଲାଗିଥିଲେ ଯୁବତୀ । ସେଠାରେ ଥିବା ଉପସ୍ଥିତ ଲୋକମାନେ ମଧ୍ୟ ଯୁବତୀଙ୍କ ସପକ୍ଷରେ ରହିଥିଲେ । ଯୁବତୀ ଜଣଙ୍କ କଲେଜରେ ପାଠ ପଢୁଥିବା ଜଣାପଡିଛି ।

- Advertisement -

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories