www.samajalive.in
Tuesday, December 9, 2025
17.1 C
Bhubaneswar

ପରଦାକୁ ଆସିଲା ‘ଟୋଟାଲ ଧମାଲ୍‍’

ମୁମ୍ବଇ : ଅନେକ ପ୍ରସିଦ୍ଧ କଳାକାରଙ୍କ ଅଭିନୀତ ହାସ୍ୟରସାତ୍ମକ ଭିତ୍ତିକ ଚଳଚ୍ଚିତ୍ର ‘ଟୋଟାଲ ଧମାଲ୍‍’ ଶୁକ୍ରବାର(୨୨ ଫେବୃଆରୀ) ମୁକ୍ତିଲାଭ କରିଛି। ଇନ୍ଦ୍ର କୁମାର ଏହାର ନିର୍ଦ୍ଦେଶନା ଭାର ବହନ କରିଥିବା ବେଳେ ମାଧୁରୀ ଦୀକ୍ଷିତ୍‍, ଅନିଲ କପୁର, ଅଜୟ ଦେବଗନ୍‍, ଜାଭେଦ୍‍ ଜାଫରୀ, ଅରଶଦ ୱାରସୀ, ରିତେଶ ଦେଶମୁଖ ଓ ଜନୀ ଲିଭର୍‍ ପ୍ରମୁଖ କଳାକାର ଏଥିରେ ଅଭିନୟ କରିଛନ୍ତି। ଏହା ‘ଧମାଲ’ ସିରିଜର ତୃତୀୟ ଚଳଚ୍ଚିତ୍ର।

ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ମୁକ୍ତିଲାଭର ପ୍ରଥମ ଦିନରେ ଏହା ପ୍ରାୟ ୧୫ କୋଟି ଟଙ୍କାର ବ୍ୟବସାୟ କରିପାରେ ବୋଲି ଆଶା କରାଯାଉଛି। ଚଳଚ୍ଚିତ୍ରର ବଜେଟ୍‍ ପ୍ରାୟ ୧୦୦ କୋଟି ବୋଲି କୁହାଯାଉଛି। ଏଥିରେ ପ୍ରଥମ ଥର ପାଇଁ ଅଜୟ ଦେବଗନ୍‍ ଓ ଅନିଲ କପୁରଙ୍କୁ ଏକାଠି ଦେଖିବାକୁ ମିଳିଛି। ସାମାଜିକ ଗଣମାଧ୍ୟମରେ ‘ଟୋଟାଲ ଧମାଲ୍‍’ କୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳୁଥିବା ଦେଖିବାକୁ ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories