www.samajalive.in
Friday, December 5, 2025
27.1 C
Bhubaneswar

ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ

ସମାଜ ଡିଜିଟାଲ ଡେସ୍କ: ପୁରୀ ଜିଲା ପିପିଲି ଡେଲାଙ୍ଗାରେ ବ୍ୟାପିବାରେ ଲାଗିଛି ବାର୍ଡ ଫ୍ଲୁ । ନମୁନା ପରୀକ୍ଷାରୁ ପଜିଟିଭ୍‍ ରିପୋର୍ଟ ଆସିବା ପରେ ଏଠାରେ ବାର୍ଡ ଫ୍ଲୁ ବ୍ୟାପୁଥିବା ସ୍ପଷ୍ଟ ହୋଇଛି । ଡେଲାଙ୍ଗର ବଡା ଆଙ୍କୁଲା ଗାଁ ଭାଇରସ୍‍ ର ଏପିସେଣ୍ଟର୍‍ ହୋଇଛି । ଏପିସେଣ୍ଟର୍‍ ର ୧ କିଲୋମିଟର ମଧ୍ୟରେ ବାର୍ଡ କଲିଂ କରାଯିବ । କଲିଂ କେନ୍ଦ୍ରରୁ ୧୦ କିଲୋମିଟର ମଧ୍ୟରେ ନଜର ରଖାଯିବ ବୋଲି କୁହାଯାଇଛି । ସଂକ୍ରମିତ ସ୍ଥାନରୁ ୧୦ କିଲୋମିଟର ମଧ୍ୟରେ ଥିବା କୁକୁଡା ଦୋକାନ ସବୁ ବନ୍ଦ କରାଯିବ ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories