www.samajalive.in
Tuesday, December 9, 2025
17.1 C
Bhubaneswar

ଜମି ନରଖ ପଡ଼ିଆ ଲଗାଅ ଆମ୍ବ, ଲେମ୍ବୁ, ନଡ଼ିଆ

ରଣପୁରଗଡ: ରାଜ୍ୟରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷାର ଅନୀୟମିତତା ଦେଖା ଦେଉଛି। ସାଧାରଣତଃ ଧାନ ଚାଷ ଏବେ ଲଘୁଚାପ ଜନିତ ବର୍ଷା ଉପରେ ନିର୍ଭର କରୁଛି। ଯାହା ଫଳରେ ଢିପ ଜମି ଜଳ ଅଭାବରୁ ପଡ଼ିଆ ରହୁଛି। ତେଣୁ ସରକାର ଫଳଚାଷକୁ ପ୍ରୋତ୍ସାହିତ କରୁଛନ୍ତି। ନୟାଗଡ଼ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ଡେପୁଟି ନିର୍ଦେଶକ ଲଳିତ କୁମାର ପଣ୍ଡା କୁହନ୍ତି ଜମି ନ ରଖ ପଡ଼ିଆ ଲଗା ଆମ୍ବ, ଲେମ୍ବୁ, ନଡ଼ିଆ। ସରକାରଙ୍କ ତରଫରୁ ପ୍ରତି ବ୍ଳକ ଉଦ୍ୟାନ କୃଷି ବିଭାଗରେ ଅଧା ଦାମରେ ଉନ୍ନତ କିସମର ଆମ୍ୱ, ଲେମ୍ବୁ ଓ ନଡ଼ିଆ ଚାରା ଯୋଗାଯାଉଛି। ରଣପୁର ଉଦ୍ୟାନ କୃଷି ବିଭାଗ ଅଧିକାରୀ ଶ୍ରୀକାନ୍ତ ସାହୁଙ୍କ ସୂଚନା ଅନୁଯାୟୀ ଚଳିତବର୍ଷ ରଣପୁର ବ୍ଳକକୁ ୪୩୫୫ ଆମ୍ବ, ୫୫୦ ଲେମ୍ବୁ ଓ ୧୬୦୦ ନଡ଼ିଆ ଚାରା ଆସିଛି। ଢିପ ଜମିରେ ଅଧା ଦାମରେ ଏହି ଫଳ ଚାଷ ପାଇଁ ଉତ୍ସାହିତ କରାଯାଉଛି। ଚାଷୀ ମାନେ ବିଶେଷ ଆଗ୍ରହ ପ୍ରକଟ କରୁଥିବା ଦେଖିବାକୁ ମିଳୁଛି।

ଆଜି ଗୁରୁ ପୂର୍ଣ୍ଣିମାରେ ଗ୍ରହଙ୍କ ଦୁର୍ଲ୍ଲଭ ରାଜଯୋଗ; ଏହି ରାଶି ପାଇଁ ଆସିଗଲା ବଡ ଖୁସି, ଧନ ଠାରୁ ବିବାହ ସବୁଥିରେ ସଫଳତା,ସୁନା ଭଳି ଚମକିବ ଭାଗ୍ୟ..

ରାଜ୍ୟରେ ୧୫ ତାରିଖ ଯାଏଁ ବର୍ଷିବ!

- Advertisement -

ଦେଖନ୍ତୁ ଭୟଭୀତ କରୁଛି ଏହି ଭିଡିଓ; ଖାଲି ହାତରେ ଯୁବକ ଧରିଲେ ବିଶାଳକାୟ ଅହିରାଜ..

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories