ଆଜି ଗୁରୁ ପୂର୍ଣ୍ଣିମାରେ ଗ୍ରହଙ୍କ ଦୁର୍ଲ୍ଲଭ ରାଜଯୋଗ; ଏହି ରାଶି ପାଇଁ ଆସିଗଲା ବଡ ଖୁସି, ଧନ ଠାରୁ ବିବାହ ସବୁଥିରେ ସଫଳତା,ସୁନା ଭଳି ଚମକିବ ଭାଗ୍ୟ..

ଆଜି ଜୁଲାଇ ୧୦ ଗୁରୁ ପୂର୍ଣ୍ଣିମା ପାଳନ କରାଯାଉଛି । ଏହି ଦିନ ଗ୍ରହ-ନକ୍ଷତ୍ରଙ୍କ ଅତ୍ୟନ୍ତ ଶୁଭ ଯୋଗ ହେଉଛି । ଅନେକ ଗ୍ରହ ଏକାଠି ହେବା ପରେ ଗଜକେସରୀ ରାଜଯୋଗ, ମାଲବ୍ୟ ରାଜଯୋଗ ସମେତ ଅନେକ ଶୁଭ ଯୋଗ ନିର୍ମାଣ ହେବ । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ.. ଗୁରୁ ପୂର୍ଣ୍ଣିମାରେ ଆଜି ସୂର୍ଯ୍ୟ ଓ ଗୁରୁ ଏକାଠି ହୋଇ … Continue reading ଆଜି ଗୁରୁ ପୂର୍ଣ୍ଣିମାରେ ଗ୍ରହଙ୍କ ଦୁର୍ଲ୍ଲଭ ରାଜଯୋଗ; ଏହି ରାଶି ପାଇଁ ଆସିଗଲା ବଡ ଖୁସି, ଧନ ଠାରୁ ବିବାହ ସବୁଥିରେ ସଫଳତା,ସୁନା ଭଳି ଚମକିବ ଭାଗ୍ୟ..