www.samajalive.in
Tuesday, December 9, 2025
17.1 C
Bhubaneswar

ଦିଲ୍ଲୀ-ଗାଜିଆବାଦ-ମିରଟ ଦୃତ ସଡ଼କ ପଥ ନିର୍ମାଣ ପାଇଁ କେନ୍ଦ୍ରର ଅନୁମତି

ନୂଆଦିଲ୍ଲୀ: ଦିଲ୍ଲୀ-ଗାଜିଆବାଦ-ମିରଟ ଆଞ୍ଚଳିକ ଦୃତ ଗମନାଗମନ ସଡ଼କ ପଥ ନିର୍ମାଣ ପାଇଁ କେନ୍ଦ୍ର କ୍ୟାବିନେଟ୍‍ ଅନୁମତି ପ୍ରଦାନ କରିଛି। ଏହାଦ୍ୱାରା ୮୨.୧୫ କିଲୋମିଟର ସଡ଼କପଥ ନିର୍ମାଣ ହେବ ଏବଂ ଏଥିପାଇଁ ୩୦ ହଜାର ୨୭୪ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଜାତୀୟ ରାଜଧାନୀ କ୍ଷେତ୍ରରେ ଯାନବାହନ ଚଳାଚଳ ଭିଡ଼ ହ୍ରାସ ପାଇବ। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‍ଲୀ କହିଛନ୍ତି, କ୍ୟାବିନେଟ ଅହମଦାବାଦ ଦ୍ଵିତୀୟ ମେଟ୍ରୋ ରେଳ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏଥିରେ ୨୮ କିଲୋମିଟର ଦୀର୍ଘ ଦୁଇଟି କରିଡର ନିର୍ମାଣ ହେବ। ପ୍ରଥମ କରିଡର ମୋଟେରା ଷ୍ଟାଡ଼ିଅମରୁ ମହାତ୍ମା ମନ୍ଦିର ଏବଂ ଦ୍ଵିତୀୟ କରିଡର ଜିଏନଏଲୟୁରୁ ଗିଫ୍ଟ ସିଟି ପର୍ଯ୍ୟନ୍ତ ରହିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories