ରଣପୁରଗଡ଼: ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ନୟାଗଡ଼ ଜିଲା ରଣପୁର ଘୋଷଯାତ୍ରାର ଗୁଣ୍ଡିଚା ପର୍ବ ଶେଷ ପରେ ପ୍ରଭୁ ଗୁଣ୍ଡିଚା ରାଣୀ ମାଉସୀ ମା’ ମନ୍ଦିରକୁ ବିଜେ କରିଛନ୍ତି। ଜନ୍ମବେଦୀ ତଥା ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଭକ୍ତମାନେ ପ୍ରଭୁଙ୍କୁ ଦର୍ଶନ କରିବା ସହ ଆଡ଼ପ ଖେଚୁଡ଼ି ଖାଇ ନିଜକୁ ଧନ୍ୟ ମଣୁଛନ୍ତି।
Popular Categories



