www.samajalive.in
Monday, December 8, 2025
27.1 C
Bhubaneswar

ଦେଖନ୍ତୁ ଭୟଙ୍କର ଦୃଶ୍ୟ ; ବର୍ଷାର ବିତ୍ପାତ, ଉତ୍ତରାଖଣ୍ଡ ଠାରୁ ହିମାଚଳପ୍ରଦେଶ ସବୁଠି ବାଦଲଫଟା ବର୍ଷା ପରେ ଜଳ ପ୍ରଳୟ

ନୂଆଦିଲ୍ଲୀ : ମୌସୁମୀ ବର୍ଷାରେ କିଏ ଖୁସି କରୁଥିବା ବେଳେ କାହା ପାଇଁ ଆଣି ଦେଇଛି ଦୁଃଖର ପାହାଡ । ବିଶେଷ କରି ପାହାଡିଆ ଅଞ୍ଚଳରେ ବର୍ଷାର ବିତ୍ପାତ ଦେଖାଦେଇଛି । ମୌସୁମୀ ଆରମ୍ଭ ହେବା ମାତ୍ରେ ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶରେ ବର୍ଷାର ତାଣ୍ଡବ ରୂପ ଦେଖିବାକୁ ମିଳିଛି । କେଉଁଠି ବାଦଲ ଫାଟି ବର୍ଷା ପରେ ବନ୍ୟା ହୋଇଛି ତ ପୁଣି କେଉଁଠି ଭୂସ୍ଖଳନ କାରଣରୁ ପାହାଡ ଧସି ପଡିଛି । ଉତ୍ତରାଖଣ୍ଡ ଠାରୁ ଆରମ୍ଭ କରି ହିମାଚଳ ପର୍ଯ୍ୟନ୍ତ ଭିିଡିଓରେ ଦେଖନ୍ତୁ ଭୟଙ୍କର ଦୃଶ୍ୟ..

ହିମାଚଳ ପ୍ରଦେଶରେ ବର୍ଷା ପାଇଁ ଜଳ ପ୍ରଳୟ ଆସିଛି । ନଦୀରେ ପ୍ରଖର ସ୍ରୋତରେ ଜଳ ପ୍ରବାହିତ ହୋଇ ବଡ ବଡ ଅଟ୍ଟାଳିକା,ଗାଡି, ଘର ଆଦି ଦିଆସିଲି ଖୋଳ ଭଳି ଭାସି ଯାଉଛି ।ଲୋକଙ୍କ ନଦୀ, ନାଳରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।

- Advertisement -

ରାତି ସାରା ପ୍ରବଳ ବର୍ଷା କାରଣରୁ କେଦାରନାଥ ମାର୍ଗରେ ଭୂସ୍ଖଳନ ମଧ୍ୟ ହୋଇଛି । ଫଳରେ ଯାତାୟାତରେ ସମସ୍ୟା ସହ ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି ।

ଆଉ ମାତ୍ର ୨ ଦିନ ପରେ ବଦଳିବ ସବୁକିଛି.. ଶୁକ୍ର କରିବେ ଚଳନ ; ସମସ୍ତ ରାଶିରେ ପଡିବ କି ପ୍ରଭାବ, ଜାଣନ୍ତୁ କିଏ ହେବେ କୋଟିପତି, କିଣିବେ ଗାଡି,ଘର, କାହାର ହେବ ବିବାହ..

ଭିଡିଓ ଦେଖିଲେ ଭୟ ଲାଗିବ ; ରଥଯାତ୍ରା ବେଳେ ହଠାତ୍‌ ବେକାବୁ ହେଲା ହାତୀ, ଆଉ ତା’ପରେ..

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories