ଭିଡିଓ ଦେଖିଲେ ଭୟ ଲାଗିବ ; ରଥଯାତ୍ରା ବେଳେ ହଠାତ୍‌ ବେକାବୁ ହେଲା ହାତୀ, ଆଉ ତା’ପରେ..

ଅହମ୍ମଦାବାଦ : ଅହମ୍ମଦାବାଦରେ ଶୁକ୍ରବାର ସକାଳେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ସମୟରେ ଟଳିଛି ବଡ ଅଘଟଣ । ଯାତ୍ରା ପାଇଁ ଆସିଥିବା କିଛି ହାତୀଙ୍କ ମଧ୍ୟରୁ ହଠାତ୍‌ ୩ଟି ହାତୀ ବେକାବୁ ହୋଇ ପଡିଥିଲେ । ଡିଜେର ଅତ୍ୟଧିକ ଶବ୍ଦ ଯୋଗୁଁ ହାତୀ ଏତେତେଣେ ଦୌଡିବାକୁ ଆରମ୍ଭ କରିବା ସହ ଏହି ସମୟରେ ୨ ଜଣ ଆହତ ମଧ୍ୟ ହୋଇଛନ୍ତି । କେହି ଅତ୍ୟଧିକ ଗୁରୁତର ହୋଇ ନାହାଁନ୍ତି ବୋଲି ଜଣାପଡିଛି । ବନ ବିଭାଗ କର୍ମଚାରୀ … Continue reading ଭିଡିଓ ଦେଖିଲେ ଭୟ ଲାଗିବ ; ରଥଯାତ୍ରା ବେଳେ ହଠାତ୍‌ ବେକାବୁ ହେଲା ହାତୀ, ଆଉ ତା’ପରେ..