ସମାଜ ଡିଜିଟାଲ ଡେସ୍କ: ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଧମକାଇଲେ ଯୁବତୀ । ନିଜ କାମରେ ମତଲବ ରଖ, ନଚେତ ଗୁଳି ଫୁଟାଇ ଦେବି । କିଛି ଏଭଳି କହି ଧମକାଇଥିଲେ ଯୁବତୀ ଜଣକ । ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓଟି ଉତ୍ତରପ୍ରଦେଶର ହୋଇଥିବା ଜଣାପଡିଛି । ଯୁବତୀ ଜଣକ ପରିବାର ସହିତ କାରରେ ପେଟ୍ରୋଲ ପକାଇବାକୁ ଆସିଥିଲେ । ହେଲେ କୌଣସି କାରଣ ବଶତଃ ପେଟ୍ରୋଲ ପମ୍ପ କର୍ମଚାରୀ ଜଣଙ୍କ କାରରୁ ଓହ୍ଲାଇବାକୁ କହିଥିଲେ । ଏଥିରୁ ଆରମ୍ଭ ହୋଇଥିଲା ବଚସା । ହେଲେ ଯୁବତୀ ଜଣକ ହଠାତ ଆସି ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଧମକାଇଥିଲେ । ଦେଖନ୍ତୁ ପୁରା ଦୃଶ୍ୟ ।
The lady with the gun is Ariba Khan. She threatened a salesman with a revolver because he asked her to step out of the car during CNG refueling (As per rule).
Yet the ecosystem keeps propagating that Muslims are living under threat in India. What more freedom do they want? pic.twitter.com/ioL01pIZc8
— Mr Sinha (@MrSinha_) June 16, 2025


