ଆଜି ୪ ଘଣ୍ଟା ଜଗା ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ, ବନକଲାଗି ନୀତି ପାଇଁ ସନ୍ଧ୍ୟା ୭ଟାରୁ ରାତି ୧୧ଟା ଯାଏ ସାଧାରଣ ଦର୍ଶନ ବନ୍ଦ..
ଓଡିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ..
ମନ୍ତ୍ରୀ, ଅଧିକାରୀଙ୍କ ମାସିକ ଗାଡ଼ି ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର, ୫୦,୪୦୦ ଟଙ୍କା ହେଲା ମନ୍ତ୍ରୀଙ୍କ ଗାଡ଼ି ଖର୍ଚ୍ଚ
ଜିଲାପାଳ, ଏସ୍ପିଙ୍କ ଗାଡ଼ି ଖର୍ଚ୍ଚ ୪୪, ୪୦୦କୁ ବୃଦ୍ଧି..
ଅଜଣା ଗାଡ଼ି ଧକ୍କାରେ ୨ ମୃତ, ୩ ଗୁରତର: ବେତନଟୀ ଥାନା ଜାତୀୟ ରାଜପଥ-୧୮ ଛୁରୁଣୀରେ ଦୁର୍ଘଟଣା
ମୃତକମାନେ ଅଣଓଡ଼ିଆ ଶ୍ରମିକ ହୋଇଥିବା ସୂଚନା..
ଦେଶର କରୋନା ସ୍ଥିତି ନେଇ ଆଜି ଗୁରୁତ୍ଵପୂର୍ଣ୍ଣ ବୈଠକ, କେନ୍ଦ୍ର ସ୍ଵାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ, ନିଆଯାଇ ପାରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି..
ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟ ଲଘୁଚାପ ଚିତ୍ର
ସକ୍ରିୟ ଲଘୁଚାପ ୨୪ଘଣ୍ଟା ଭିତରେ ଅବପାତରେ ପରିଣତ ହେବା ସମ୍ଭାବନା
ଲଘୁଚାପ କ୍ଷେତ୍ର ଉତ୍ତର ଆଡକୁ ଗତିକରି ଆହୁରି ଘନୀଭୂତ ହେବ..
ସୁନ୍ଦରଗଡ ଖଣି ଦୁର୍ନୀତି ଘଟଣା
ତଦନ୍ତ ପାଇଁ ସୁନ୍ଦରଗଡରେ ପହଞ୍ଚିଲା ଭିଜିଲାନ୍ସ ଏସଆଇଟି ଟିମ୍
ଗୋପାଳପୁର ଫରେଷ୍ଟ ରେଞ୍ଜର ବିଭିନ୍ନ ଖଣିର ଯାଞ୍ଚ
ତେଲନଡିହି, ରତନସରା, ଜାମକାନି ଜଙ୍ଗଲରେ ତଦନ୍ତ ଆରମ୍ଭ..
ସୁନ୍ଦରଗଡରେ ଲଜ୍ଜା
୧୪ବର୍ଷର ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ
ଅଭିଯୁକ୍ତ ୨୨ବର୍ଷୀୟ କିଶୋର ଲାକ୍ରା ଗିରଫ..
ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା, ପୁଞ୍ଜିଲାଲ ମେହେର ଦୋଷୀ ସାବ୍ୟସ୍ତ
ଦୋଷୀ ସାବ୍ୟସ୍ତ କଲେ ପାଟଣାଗଡ ଏଡିଜେ କୋର୍ଟ..
ଭିଡିଓ ଦେଖିଲେ ଭୟ ଲାଗିବ; ଜନବସତିରେ ପଶି କୁକୁରକୁ ଟାଣି ନେଲା ବାଘ, ବଞ୍ଚିଗଲେ ସିକ୍ୟୁରିଟି ଗାର୍ଡ
ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣା
ପୁଞ୍ଜିଲାଲ ମେହେର ଦୋଷୀ ସାବ୍ୟସ୍ତ..
ଆଜୀବନ କାରାଦଣ୍ଡ ସହିତ ୫୦ହଜାର ଟଙ୍କା ଜୋରିମାନା
ସାଢେ ୭ବର୍ଷ ପରେ ଆସିଲା ଚୂଡାନ୍ତ ରାୟ..
ଚିନ୍ତା ବଢାଇଲା କରୋନା; ଓଡିଶାରେ ୫ ଆକ୍ରାନ୍ତ ଚିହ୍ନଟ..



