www.samajalive.in
Friday, December 5, 2025
23.1 C
Bhubaneswar

ଶାଗୁଆନ କାଠ ସହ ପିକଅପ ଜବତ, ଜଣେ ଗିରଫ

ଗୁଣୁପୁର : ଶାଗୁଆନ କାଠ ବେଆଇନ ଭାବେ ଚୋରାଚାଲାଣ ବେଳେ ମାଡିବସିଲା ଗୁଣୁପୁର ବନ ବିଭାଗ। ରାତ୍ରି ସମୟରେ ପିକଅପ ଯୋଗେ ବନ ବିଭାବ ପାଟ୍ରୋଲିଂ କରୁଥିବା ସମୟରେ ଚଢାଉ କରାଯାଇଛି। ୮୦ ଘନଫୁଟର ୨୯ଟି ଶାଗୁଆନ କାଠଗଣ୍ଡି ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧ଲକ୍ଷରୁ ଅଧିକ ଟଙ୍କା ବୋଲି ଜଣାପଡିଛି। ପିକଅପ ଗାଡିକୁ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ବନବିଭାଗ ଗିରଫ କରିଛି। ଗିରଫ ଅଭିଯୁକ୍ତ ଆନ୍ଧ୍ରର ମାନ୍ୟଂ ଜିଲ୍ଲାର ନିଳକଣ୍ଠପୁର ଥାନା ଅନ୍ତର୍ଗତ ସଞ୍ଜୁବାଇ ଗ୍ରାମର ବିଡିକା ବିଜୟ କୁମାର। ମରଡା ଗ୍ରାମରୁ ଶାଗୁଆନ କାଠଗଣ୍ଡି ଧରି ବେଆଇନ ଭାବେ ଚୋରାଚାଲାଣ କରି ଆନ୍ଧ୍ର ଓଡିଶା ସିମାନ୍ତ ଗଠଲପଦର ରାସ୍ତାରେ ପିକଅପ ଗାଡି ଯୋଗେ ଚାଲାଣ ହେଉଥିବା ବେଳେ ରେଲିଗୁଡା ନିକଟ ମୁଖ୍ୟ ରାସ୍ତା ଉପରେ ଚଢାଉ କରଯାଇଥିଲା। ଜବତ କାଠ ଆନ୍ଧ୍ର ମରଡାରୁ ବାହାରି ଓଡିଶା ରାସ୍ତା ଦେଇ ଆନ୍ଧ୍ରର କତୁରୁ ଡିପୋକୁ ଚୋରା ଚାଲାଣ ହେଉଥିବା ଗୁଣୁପୁର ରେଞ୍ଜର ଗଙ୍ଗାଧର ମିଶ୍ର ନେଇ ସୂଚନା ଦେଇଛନ୍ତି।

https://samajalive.in/surya-budha-yuti-zodiac-sign/660686.html

ପୁଣି ବଢିଲା ସୁନା; ଜାଣନ୍ତୁ କେତେ ଅଛି ଦାମ୍‌, ପୁଣି ଟପିବ କି ଲକ୍ଷେ ଟଙ୍କା

- Advertisement -

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories