ପୁଣି ବଢିଲା ସୁନା; ଜାଣନ୍ତୁ କେତେ ଅଛି ଦାମ୍‌, ପୁଣି ଟପିବ କି ଲକ୍ଷେ ଟଙ୍କା

ଭୁବନେଶ୍ୱର : କମିଥିଲା, ପୁଣି ବଢିଲା ସୁନା ଦର । ମେ’ ୨୭ ଅର୍ଥାତ୍‌ ମଙ୍ଗଳବାର ପୁଣି ବଢିଛି ସୁନା ଦାମ୍‌ । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦର ୯୮,୧୩୦ ଟଙ୍କା ରହିଛି । ଗତକାଲି ଏହା ୯୭,୬୪୦ ଟଙ୍କା ଥିଲା । ଏଥିରେ ୪୯୦ ଟଙ୍କା ବୃଦ୍ଧି ହୋଇଛି । ୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦର ୮୯,୯୫୦ ଟଙ୍କା ରହିଛି । ଗତକାଲି ଏହା ୮୯,୫୦୦ ଟଙ୍କା ଥିଲା । … Continue reading ପୁଣି ବଢିଲା ସୁନା; ଜାଣନ୍ତୁ କେତେ ଅଛି ଦାମ୍‌, ପୁଣି ଟପିବ କି ଲକ୍ଷେ ଟଙ୍କା