ସମାଜ ଡିଜିଟାଲ ଡେସ୍କ : ଯୁଦ୍ଧ ସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡରେ ହାଇଆଲର୍ଟ ଜାରି କରାଯାଇଛି । ସବୁ ହସ୍ପିଟାଲ ପାଇଁ ହାଇଆଲର୍ଟ ଜାରି କରିଛନ୍ତି ରାଜ୍ୟ ସରକାର । ଡାକ୍ତର ଓ ସବୁ କର୍ମଚାରୀଙ୍କ ଛୁଟି ବାତିଲ କରାଯିବା ସହ ୧୨ହଜାର ହସ୍ପିଟାଲ ବେଡ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପାକିସ୍ତାନର ସବୁ ପ୍ରୟାସକୁ ବିଫଳ କରୁଛି ଭାରତୀୟ ସେନା । ଧୈର୍ଯ୍ୟ ଓ ବୃଦ୍ଧିମତା ସହ ପାକିସ୍ତାନକୁ ଜବାବ ଦେଉଛି ଭାରତର ଆଇଏଏଫ୍ । ସେପଟେ ଜମ୍ମୁ-କାଶ୍ମୀର ସାମ୍ବାରେ ବିଏସଏଫ ଯବାନଙ୍କ କାଉଣ୍ଟର ଜବାବରେ ୭ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି ।
ଉତ୍ତରାଖଣ୍ଡରେ ହାଇଆଲର୍ଟ ; ଡାକ୍ତର ଓ ନର୍ସଙ୍କ ଛୁଟି ବାତିଲ, ଜମ୍ମୁରେ ୭ଆତଙ୍କୀ ନିପାତ
Popular Categories



