www.samajalive.in
Monday, December 8, 2025
20.1 C
Bhubaneswar

ମୁହଁ ଖୋଲିଲା ଚୀନ, କହିଲା-ଆମେ ସବୁ ପ୍ରକାର ଆତଙ୍କବାଦକୁ ବିରୋଧ କରୁ

ସମାଜ ଡିଜିଟାଲ ଡେସ୍କ: ଭାରତ-ପାକିସ୍ତାନ ଅଘୋଷିତ ଯୁଦ୍ଧ ମଧ୍ୟରେ ମୁହଁ ଖୋଲିଛି ଚୀନ। ପାକିସ୍ତାନର ପ୍ରତିଆକ୍ରମଣ ଏବଂ ଭାରତର ଦୃଢ଼ ଜବାବ ପରେ ବହୁ ଦେଶ ଏବଂ ୟୁରୋପୀୟ ଭାରତକୁ ସମର୍ଥନ ଜଣାଇଛନ୍ତି। ତେବେ ଚୀନର ଆଭିମୁଖ୍ୟ କିପରି ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଥିଲା।

ଗୁରୁବାର ରାତିରେ ଭାରତ ପକ୍ଷରୁ ପାକିସ୍ତାନର ବିଭିନ୍ନ ସହରରେ ଘନ ଘନ ଆକ୍ରମଣ ପରେ ମୁହଁ ଖୋଲିଛି ଚୀନ। ପାକିସ୍ତାନର ଏଭଳି ଦୁଃସମୟରେ ଚୀନ ତା’ର ହାତ ଛାଡ଼ି ଦେଇଛି। ଚୀନ କହିଛି, ଆମେ ସବୁ ପ୍ରକାର ଆତଙ୍କବାଦର ବିରୋଧ କରୁ। ଚୀନର ଏଭଳି ମନ୍ତବ୍ୟ ପାକିସ୍ତାନକୁ ଅତ୍ୟନ୍ତ ବ୍ୟଥିତ କରିଛି। ଉତ୍ତେଜନା ଆରମ୍ଭରୁ ଚୀନ ପାକିସ୍ତାନକୁ ସମର୍ଥନ କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଚୀନ ପାକ୍‌ଠାରୁ ଦୂରେଇ ରହିଥିଲା।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories