www.samajalive.in
Tuesday, December 9, 2025
17.1 C
Bhubaneswar

ଯୁଦ୍ଧ ସ୍ଥିତି ସମୀକ୍ଷା କଲେ ପ୍ରତିରକ୍ଷା ମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଦୁଇ ଦେଶ ମଧ୍ୟରେ ଅଘୋଷିତ ଯୁଦ୍ଧ ଆରମ୍ଭ ହୋଇଯାଇଛି। ପାକିସ୍ତାନ ଅପରେସନ ‘ସିନ୍ଦୂର’ର ପ୍ରତିଆକ୍ରମଣ କରିବା ପରେ ଭାରତ ପକ୍ଷରୁ ଗୁରୁବାର ରାତି ସାରା ପାକ୍‌ର ଏକାଧିକ ସହର ଉପରେ ଘନ ଘନ ଆକ୍ରମଣ କରାଯାଇଥିଲା। ରାଜଧାନୀ ଇସଲାମାବାଦ ସମେତ ଲାହୋର, ରାଓଲପିଣ୍ଡି, ପେଶାଓ୍ବର, କରାଚୀ ବନ୍ଦର ସମେତ ଅନ୍ୟ କେତେକ ପ୍ରମୁଖ ସ୍ଥାନରେ ଭାରତ ଆକ୍ରମଣ କରିଥିଲା। ଶୁକ୍ରବାର ପରିସ୍ଥିତିକୁ ସମୀକ୍ଷା କରୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।

ପ୍ରତିରକ୍ଷା ମନ୍ତ୍ରୀ ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ଅନିଲ ଚୌହ୍ବାନ ଏବଂ ୩ ସେନାର ମୁଖିଆମାନଙ୍କ ସହିତ ଆଲୋଚନା କରୁଛନ୍ତି। ପାକିସ୍ତାନ ପୁନର୍ବାର ପ୍ରତିଆକ୍ରମଣ କଲେ ଭାରତର ରଣନୀତି କ’ଣ ରହିବ ସେ​‌ ନେଇ ଆଲୋଚନା ହୋଇପାରେ ବୋଲି କୁହାଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories