www.samajalive.in
Sunday, December 7, 2025
16.1 C
Bhubaneswar

ଭୟରେ ହଜିଲା ପାକିସ୍ତାନର ନିଦ, ଲଗାତର ଅଷ୍ଟମ ଦିନ କଲା ଅସ୍ତ୍ରବିରତି ଉଲ୍ଲଂଘନ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମ ଆତଙ୍କୀ ହମ୍‌ଲା ପରେ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ ପାକିସ୍ତାନ ନିଦ ହଜିଯାଇଛି। ସେ ସବୁ ମୁହୂର୍ତ୍ତରେ ଭାରତର କଠୋର କାର୍ଯ୍ୟାନୁଷ୍ଠାନ ଭୟରେ ରହିଛି। ନିୟନ୍ତ୍ରଣ ରେଖା ନିକଟରେ ଲଗାତର ଗୁଳି ବର୍ଷା କରୁଛି ପାକିସ୍ତାନ। ଏଥିରୁ ତା’ର ଭୟ ସ୍ପଷ୍ଟ ବାରି ହୋଇପଡ଼ୁଛି। ଭାରତ-ପାକ୍ ସୀମାରେ ଲଗାତାର ଅଷ୍ଟମ ଦିନରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ତେବେ ପ୍ରତ୍ୟେକ ତର ତାକୁ ମୁହଁ ତୋଡ଼ ଜବାବ ମିଳୁଛି।

ଭାରତୀୟ ସେନାର ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତି ଏବଂ ଶୁକ୍ରବାର ଭୋର ସମୟରେ ପାକିସ୍ତାନ ସେନା ସୀମାରେ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଏବଂ କାଶ୍ମୀରର କୁପୱାଡା, ବାରାମୁଲ୍ଲା, ପୁଞ୍ଚ, ନୌଶେରା ଏବଂ ଅଖନୁର ଅଞ୍ଚଳରେ ଗୁଳିମାଡ଼ କରିଛି। ଭାରତୀୟ ସେନାର ଯବାନମାନେ ସଂଯମ ଏବଂ ଉପଯୁକ୍ତ ଉପାୟରେ ଜବାବ ଦେଇଛନ୍ତି।

- Advertisement -

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories