www.samajalive.in
Monday, December 8, 2025
27.1 C
Bhubaneswar

ପାନୀୟ ଜଳ ପାଇଁ ସରପଞ୍ଚଙ୍କ କାର୍ଯ୍ୟାଳୟରେ ତାଲା

କାମକ୍ଷାନାଗାର: ଓଡ଼ାପଡ଼ା ବ୍ଲକ ସଦାଶିବପୁର ଗ୍ରାମପଞ୍ଚାୟତରେ ସରପଞ୍ଚଙ୍କୁ ସ୍ଥାନୀୟ ସଦାଶିବପୁର ଗ୍ରାମର ବିଭିନ୍ନ ସାହିର ମହିଳାମାନେ ଏକାଠି ହୋଇ ତାଲା ପକାଇ ଦେଇଛନ୍ତି। ଦୀର୍ଘ ସମୟ ପରେ ପୁଲିସ ପହଞ୍ଚି ସରପଞ୍ଚଙ୍କୁ ଉଦ୍ଧାର କରିଥିଲା। ସୂଚନା ମୁତାବକ ସଦାଶିବପୁର ଗ୍ରାମପଞ୍ଚାୟତରେ ବିଭିନ୍ନ ପାଇପ ଲାଇନ ପଡ଼ିଛି ହେଲେ ପାଣି ଆସୁ ନାହିଁ।

ଶନି କଲେ ନକ୍ଷତ୍ର ପରିବର୍ତ୍ତନ : ଜାଣନ୍ତୁ ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ, କାହାକୁ ମିଳିବ ଚାକିରି, କିଏ ହେବେ ମାଲାମାଲ୍‌..

- Advertisement -

ଯାହା ଦ୍ଵାରା ଦୀର୍ଘ ଦିନ ଧରି ପାନୀୟ ଜଳ ସମସ୍ୟା ଦେଖା ଦେଇଥିବା ବେଳେ ୩ ମାସ ହେବ ସେମାନେ ସରପଞ୍ଚଙ୍କୁ ଜଣାଇ ଫେଲ ମାରିବାରୁ ସରପଞ୍ଚ କାର୍ଯ୍ୟାଳୟରେ ଥିବା ସମୟରେ ଗରା, ବାଲତି ଧରି ମହିଳାମାନେ ପହଞ୍ଚି ଥିଲେ ଏବଂ ସରପଞ୍ଚଙ୍କୁ ତାଲା ପକାଇ ଦେଇଥିଲେ। ଏହା ମଧ୍ୟରେ ସରପଞ୍ଚ ଧରିତ୍ରୀ ମଲ୍ଲିକ ଦୀର୍ଘ ସମୟ ଧରି ଅଫିସ୍‌ ଭିତରେ ରହିଥିଲେ। ଖବର ପାଇ ପୁଲିସ ପହଞ୍ଚି ସରପଞ୍ଚଙ୍କୁ ଉଦ୍ଧାର କରିଥିଲେ ଏବଂ ମହିଳାମାନଙ୍କୁ ଦିନେ/୨ଦିନ ଭିତରେ ବିଭାଗୀୟ ଅଧିକାରୀ ପହଞ୍ଚି ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିବାର ସରପଞ୍ଚ ଶ୍ରୀମତୀ ମଲ୍ଲିକ ପ୍ରକାଶ କରିଛନ୍ତିା

ଅଡି କାର୍‌ରେ କ୍ଷୀର ବ୍ୟବସାୟ କରନ୍ତି ଏହି ଯୁବକ; ଜାଣନ୍ତୁ କାରଣ, ଦେଖନ୍ତୁ ଭିଡିଓ..

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories