ଅଡି କାର୍ରେ କ୍ଷୀର ବ୍ୟବସାୟ କରନ୍ତି ଏହି ଯୁବକ; ଜାଣନ୍ତୁ କାରଣ, ଦେଖନ୍ତୁ ଭିଡିଓ..
ନୂଆଦିଲ୍ଲୀ : ଫରୀଦାବାଦର ମୋହବତାବାଦ ଗାଁରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଏଠାକାର ଅମିତ ଭଦାନା ନାମକ ଜଣେ ବାସିନ୍ଦା ପ୍ରମାଣିତ କରିଛନ୍ତି ଯେ, ଇଚ୍ଛାଶକ୍ତି ଓ ପାଖରେ କିଛି ଧନ ଥିଲେ ସଫଳତା ନିଶ୍ଚୟ ମିଳିଥାଏ । ଅମିତ୍ ବ୍ୟାଙ୍କରେ ଚାକିରି ଛାଡି କ୍ଷୀର ବିକିବା କାମ ଆରମ୍ଭ କରିଥିଲେ । ମାତ୍ର ଖାସ୍ କଥା ହେଉଛି, କ୍ଷୀର ବିକ୍ରି କରିବା ପାଇଁ କୌଣସି … Continue reading ଅଡି କାର୍ରେ କ୍ଷୀର ବ୍ୟବସାୟ କରନ୍ତି ଏହି ଯୁବକ; ଜାଣନ୍ତୁ କାରଣ, ଦେଖନ୍ତୁ ଭିଡିଓ..
Copy and paste this URL into your WordPress site to embed
Copy and paste this code into your site to embed