www.samajalive.in
Tuesday, December 9, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ ; ଛପି ରହିଥିଲା ବିଶାଳକାୟ କୁମ୍ଭୀର; ଏମିତି ବଞ୍ଚିଲା ବ୍ୟକ୍ତିଙ୍କ ଜୀବନ

ନୂଆଦିଲ୍ଲୀ : ଜଙ୍ଗଲର ଜୀବଜନ୍ତୁଙ୍କ ଅନେକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହୋଇଥାଏ । କିଛି ଆଶ୍ଚର୍ଯ୍ୟଚକିତ କରିବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ନିକଟରେ ଭୟଭୀତ କରୁଥିବା ଏକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଦେଖାଯାଉଛି, ଜଣେ ବ୍ୟକ୍ତି କାଦୁଅ ଭର୍ତ୍ତି ହୋଇଥିବା ପଙ୍କ ନିକଟରେ ଠିଆ ହୋଇଛନ୍ତି । ମାତ୍ର ତାଙ୍କର ଆଦୌ ଧାରଣା ନଥିଲା ଯେ, ସେହି କାଦୁଅ ଭିତରେ ଏକ ବିଶାଳକାୟ କୁମ୍ଭୀର ଲୁଚି ରହିଛି । ବ୍ୟକ୍ତି ଜଣକ କାଦୁଅ ନିକଟକୁ ଯିବା ମାତ୍ରେ ଆଖି ପିଛୁଳାକେ କୁମ୍ଭୀର ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି ।


କୁମ୍ଭୀରଟି ଆଖି ପିଛୁଳାକେ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରୁଛି । ମାତ୍ର ବ୍ୟକ୍ତି ଜଣକ ସୌଭାଗ୍ୟବଶତଃ ସଠିକ୍‌ ସମୟରେ ସେଠାରୁ ଆସି ନିଜ ଜୀବନ ରକ୍ଷା କରିଛନ୍ତି । କିଛି କ୍ଷଣ ବିଳମ୍ବ ହୋଇଥିଲେ ବ୍ୟକ୍ତିଙ୍କ ଜୀବନ ଚାଲି ଯାଇ ଥାନ୍ତା । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ଶନିଙ୍କ ରାଶିରେ ରାହୁଙ୍କ ଚଳନ ; ମେ’ରେ ଏହି ରାଶି ହେବେ ମାଲାମାଲ୍‌

- Advertisement -

ଦେଖନ୍ତୁ ଛାତିଥରା ଭିଡିଓ ; ସାଙ୍ଗଙ୍କ ସହ ରାଫ୍ଟିଂ ପାଇଁ ଯାଇ ଋଷିକେଶ ନଦୀରେ ଭାସି ଯାଇ ଚାଲିଗଲା ଜୀବନ, ଜୀବନ ରକ୍ଷା କରିବାକୁ କରୁଥିଲେ ସଂଘର୍ଷ

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories