ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ଶାରଦା ଚିଟ୍ଫଣ୍ଡ ଦୁର୍ନୀତିର ସିବିଆଇ ଦ୍ୱାରା ତଦନ୍ତକୁ ସୁପ୍ରିମକୋର୍ଟ ତଦାରଖ କରିବାପାଇଁ କିଛି ନିବେଶକାରୀଙ୍କ ଆବେଦନକୁ ଅଦାଲତ ଖାରଜ କରିଦେଇଛନ୍ତି । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଓ ଜଷ୍ଟିସ୍ ସଞ୍ଜୀବ୍ ଖାନ୍ନାଙ୍କ ଖଣ୍ଡପୀଠ ନିବେଶକାରୀଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ୨୦୧୩ ରେ ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିଥିଲେ ।
Popular Categories


