www.samajalive.in
Saturday, December 6, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ; ମହିଳାଙ୍କ ଜୁଗାଡ୍‌, ମାତ୍ର କିଛି ସେକେଣ୍ଡରେ ୧୦ କେଜି ଆଳୁରୁ କେମିତି ଚୋପା ଛଡାଇଲେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ୍‌ ହେବା ସହ ଆଶ୍ଚର୍ଯ୍ୟଜନକ ମଧ୍ୟ ଲାଗିଥାଏ । ନିକଟରେ ଭାଇରାଲ୍‌ ହେଉଥିବା ଏକ ଭିଡିଓ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି। ଭିଡିଓରେ ଦେଖିପାରିବେ, ଜଣେ ମହିଳା ଏମିତି ଏକ ଜୁଗାଡ କରି ଆଳୁରୁ ଚୋପା ଛଡାଇଛନ୍ତି, ଯାହା ସଭିଁଙ୍କ ହୋସ୍‌ ଉଡାଇଦେବ। ପ୍ରଥମେ ମହିଳା ଜଣକ ୱାଶିଙ୍ଗ୍‌ ମେସିନ୍‌ ନିକଟରେ ବସୁଛନ୍ତି ।


ସେଠାରେ ଏକ ପାତ୍ରରେ ଥିବା ପ୍ରାୟ ୧୦ କେଜି ଆଳୁ ଥିବା ଦେଖିପାରିବେ। ଏହାପରେ ମହିଳା ଜଣକ ଆଳୁର ଚୋପା ଛଡାଇବା ପାଇଁ କୌଣସି ଛୁରୀ କି ପନିକି ବ୍ୟବହାର କର ନାହାଁନ୍ତି । ବରଂ ଆଳୁକୁ ଏକାଥରେ ୱାଶିଙ୍ଗ୍‌ ମେସିନ୍‌ ଭିତରେ ଭର୍ତ୍ତି କରି ଏହାକୁ ଅନ୍‌ କରି ଦେଉଛନ୍ତି । ମାତ୍ର କିଛି ସେକେଣ୍ଡରେ ବିନା କୌଣସି ପରିଶ୍ରମରେ ଆଳୁରୁ ଚୋପା ଛାଡି ଯାଉଛି। ଭିଡିଓଟି ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ଲୋକେ ଏହାକୁ ଦେଖି ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ଏପ୍ରିଲ ୭ରେ ଏକାଠି ହେଲେ ବୁଧ-ଶନି : ବଦଳିଯିବ ଏହି ରାଶିଙ୍କ ଭାଗ୍ୟ, ଜାଣନ୍ତୁ କିଏ ହେବେ ମାଲାମାଲ୍‌, କାହାର ଦୂର ହେବ ରୋଗ,ଚିନ୍ତା..

- Advertisement -

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories