www.samajalive.in
Tuesday, December 9, 2025
17.1 C
Bhubaneswar

ବାଲି ବୋଝେଇ ଟ୍ରକ ଜବତ, ଡ୍ରାଇଭର ଅଟକ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଥାନା ଅନ୍ତର୍ଗତ ଗୋଡଭଗା ତୁରୁମ ୫୪ ନମ୍ୱର ରାଜ୍ୟ ରାଜପଥରେ ପାଟ୍ରୋଲିଂ ସମୟରେ ପୁଲିସ ଏକ ଚୋରା ବାଲି ବୋଝେଇ ଟ୍ରକ ଜବତ କରିଛି। କୁଜାପାଲି ଗ୍ରାମ ପାଖରେ ଭେଡେନ ତୁରୁମ୍ ଦେଇ ଗୋଡ଼ଭଗାକୁ ଆସୁଥିବା ବାଲି ବୋଝେଇ ଏକ ଦଶ ଚକିଆ ହାଇୱାକୁ ଅଟକ ରଖି ପୁଲିସ କାଗଜ ପତ୍ର ଯାଞ୍ଚ କରିଥିଲା। କିନ୍ତୁ ଗାଡ଼ି ଚାଳକ ପାଖରେ କୌଣସି କାଗଜ ପତ୍ର ନ ଥିବାରୁ  ପୁଲିସ ଗାଡିକୁ ଜବତ କରିବା ସହ ଗାଡ଼ି ଚାଳକକୁ ଅଟକ ରଖି ତଦନ୍ତ ଚଳାଇଛି। ଗାଡ଼ିଟି ବରଗଡ଼ର ବୋଲି ଜଣାପଡିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories