www.samajalive.in
Monday, December 8, 2025
27.1 C
Bhubaneswar

୨ ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ

ପାଟଣା : ପାଟଣା ଥାନା ଅଞ୍ଚଳ ଗୋଧିନାଳୀ ଏବଂ ତେଣ୍ଡେରା ନିକଟରୁ ପୁଲିସ ଗତକାଲି ସନ୍ଧ୍ୟାରେ ବେଆଇନ ବାଲି ପରିବହନ କରୁଥିବା ୨ଟି ଟ୍ରାକ୍ଟର ଜବତ କରିଛି। ଗୋଧିନାଳୀ ନିକଟରେ ଜବତ ଟ୍ରାକ୍ଟରଟିର ଚାଳକ ଶବରଣିବେଡା ଗ୍ରାମର ଶ୍ରୀକାନ୍ତ କୁମାର ନାଏକ(୨୩) କୁ ପୁଲିସ ଗିରଫ କରିଥିବା ସାହାରପଡା ଫାଣ୍ଡି ଅଧିକାରୀ ପାର୍ତ୍ତ ଓରାମ ଠାରୁ ସୂଚନା ମିଳିଥିବାବେଳେ ତେଣ୍ଡେରା ନିକଟରୁ କେବଳ ବାଲି ବୋଝେଇ ଟ୍ରାକ୍ଟରଟି ଜବତ କରାଯାଇଥିବା ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଳ ସୂଚନା ଦେଇଛନ୍ତି । ଲଘୁ ଖଣିଜ ଚୋରା ଚାଲାଣ ଅଭିଯୋଗରେ ଜୋରିମାନା ନିର୍ଦ୍ଧାରଣ ପାଇଁ ଖଣି ବିଭାଗକୁ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories