ଡେସ୍କ: ଶ୍ରଦ୍ଧାଳୁଙ୍କ ଅପେକ୍ଷାର ଶେଷ ହୋଇଛି। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଉଠିଛି ମହାଦୀପ। ବେଢ଼ା ପରିକ୍ରମା ରୀତିନୀତି ଶେଷ ହେବା ପରେ ସେବାୟତମାନେ ମନ୍ଦିର ପରିକ୍ରମା କରିଥିଲେ ଓ ପବିତ୍ର ଦୀପ ପ୍ରଜ୍ୱଳନ କରାଯାଇଥିଲା। ମହାଦୀପ ଧରି ସେବାୟତମାନେ ଷୋଡ଼ଶ ଶତାବ୍ଦୀର ଶୈବ ପୀଠରେ ଚଢ଼ି ଏହା ଉପରେ ଦୀପ ଲଗାଇଥିଲେ। ମହାଦୀପ ଉଠିବା ପରେ ଶ୍ରଦ୍ଧାଳୁମାନେ ସେମାନଙ୍କ ଉପବାସ ଭାଙ୍ଗିଛନ୍ତି। ତେବେ ମହାଦୀପ ନିର୍ଦ୍ଧାରିତ ସମୟ ରାତି ୧୦ଟାରେ ଉଠିବାକୁ ଥିଲେ ମଧ୍ୟ ସେଥିରେ ୪୦ ମିନିଟ ବିଳମ୍ବ ଘଟିଛି।
Popular Categories



