www.samajalive.in
Wednesday, December 10, 2025
26.1 C
Bhubaneswar

ବିଲକୁ ଯାଉଥିଲେ ମାଆ, ୨ ପୁଅ; ଦୁର୍ଘଟଣାରେ ସାନ ପୁଅ ମୃତ

ନୟାଗଡ : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ସାନ ପୁଅ ଜୀବନ। ବଡ ପୁଅ ଓ ମାଆ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହି ଦୁର୍ଘଟଣା ନୟାଗଡ ଜିଲା ବାଣୀଗୋଛା ଥାନା କୁଲୁରୁକୁମ୍ପା ଛକ ନିକଟରେ ସୋମବାର ଘଟିଛି।
ମିଳିଥିବା ଖବର ଅନୁଯାୟୀ, ମାଆ ଓ ୨ ପୁଅ ବିଲକୁ ଯାଉଥିବା ସମୟରେ ଏକ ଦ୍ରୁତ ଗତି କାର୍‌ ଆସି ୩ ଜଣଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସାନପୁଅର ମୃତ୍ୟୁ ଘଟିଥିବା ବେଳେ ବଡ ପୁଅ ଓ ମାଆକୁ ଗୁରୁତର ଅବସ୍ଥାରେ ସ୍ଥାନୀୟଲୋକେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ସହ ଚାଳକକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି।

ହ୍ୱାଟ୍ସଆପ୍‌; ଚୁଟ୍‌କିରେ ପଢନ୍ତୁ ଗୋଟିଏ କ୍ଲିକ୍‌ରେ ଡିଲିଟ୍‌ ମେସେଜ୍‌..

ଦେଖନ୍ତୁ ଭିଡିଓ; ଭାଗ୍ୟବାନ୍‌ ଯୁବକ, ଚଳନ୍ତା ଟ୍ରାକ୍ଟର ଚଳ ତଳୁ କେମିତି ବଞ୍ଚିଲା ଜୀବନ..

- Advertisement -

 

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories