www.samajalive.in
Sunday, December 7, 2025
15.1 C
Bhubaneswar

୭୪ ବର୍ଷରେ ପାଦ ଥାପିଲେ ଥଲାଇବା, ଜାଣନ୍ତୁ ସୁପରଷ୍ଟାର କେତେ କୋଟିର ମାଲିକ..

ନୂଆଦିଲ୍ଲୀ : ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ଗୁରୁବାର ଡିସେମ୍ବର ୧୨ରେ ୭୪ ବର୍ଷ ବୟସରେ ପାଦ ଥାପିଛନ୍ତି । ବସ୍‌ କଣ୍ଡକଟରରୁ ବଲିଉଡ୍‌-ସାଉଥ୍‌ର ସୁପରଷ୍ଟାର ହୋଇଥିବା ରଜନୀକାନ୍ତ ନିଜର ଚମତ୍କାର ଅଭିନୟ ପାଇଁ ପ୍ରଂଶସକଙ୍କୁ ନିଜର ଦିୱାନା କରିବା ସହ ଖୁବ୍‌ ଲୋକପ୍ରିୟତା ଓ ଭଲ ପାଇବା ସାଉଁଟିଛନ୍ତି । ତାଙ୍କ ଜନ୍ମ ୧୨ ଡିସେମ୍ବର ୧୯୫୦ରେ ଏକ ମରାଠୀ ପରିବାରରେ ହୋଇଥିଲା ।
ଆପଣ ଜାଣନ୍ତି କି ସୁପରଷ୍ଟାର ରଜନୀକାନ୍ତ କେତେ କୋଟିର ମାଲିକ..
ଏକ ରିପୋର୍ଟ ଅନୁଯାୟୀ ସୁପରଷ୍ଟାର ପ୍ରାୟ ୫୧ ମିଲିୟନ ଡଲାର ଅର୍ଥାତ୍‌ ୪୩୦ କୋଟିର ମାଲିକ ଅଟନ୍ତି ।
ସେ ନିଜର ଗୋଟିଏ ଫିଲ୍ମ ପାଇଁ ପ୍ରାୟ ୫୦ କୋଟି ଟଙ୍କା ନେଇ ଥାଆନ୍ତି । କିଛି ଫିଲ୍ମ ପାଇଁ ୧୦୦ କୋଟିରୁ ଅଧିକ ଟଙ୍କା ପାରିଶ୍ରମିକ ନେଇଥିବା ମଧ୍ୟ ଜଣାପଡିଛି ।

ନୂଆବର୍ଷ ୨୦୨୫ରେ ଅଦ୍ଭୁତ ସଂଯୋଗ ; ଏକାଠି ହେବ ଶୁକ୍ର-ରାହୁ, ଏହି ରାଶି ହେବେ ମାଲାମାଲ୍‌, ଭାଗ୍ୟଶାଳୀ..

- Advertisement -

ରିପୋର୍ଟ ଅନୁଯାୟୀ ‘ଜେଲର୍‌’ ଫିଲ୍ମ ପାଇଁ ତାଙ୍କୁ ୧୧୦ କୋଟି ଟଙ୍କା ଦିଆଯାଇଥିଲା ।
ରଜନୀକାନ୍ତଙ୍କ ଚେନ୍ନାଇରେ ଥିବା ଘର ଦାମ୍‌ ପ୍ରାୟ ୩୫ କୋଟି ଟଙ୍କା । ତାଙ୍କ ପାଖରେ ଅନେକ ବିଳାସପୂର୍ଣ୍ଣ କାର୍‌ ଯେପରି ରୋଲ୍ସ ରଏସ୍‌ ଫାଣ୍ଟୋମ (୧୬.୫ କୋଟି)ରୋଲ୍ସ ରଏସ୍‌ ଘୋଷ୍ଟ ( ୬ କୋଟି), ବେଣ୍ଟଲେ ଲିମୋଜିନ୍‌ (୨୨କୋଟି), ମର୍ସେଡିଜ୍‌ (୨.୫୫ କୋଟି), ଲାମ୍ବୋରଗିନି ଆଦି କାର୍‌ ରହିଛି । ଏହାସହ ତାଙ୍କର ୨୦ କୋଟି ଟଙ୍କାର ଏକ ବିବାହ ମଣ୍ଡପ ମଧ୍ୟ ରହିଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories