ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଡାକ୍ତର , ବୈପାରୀଗୁଡା ସିଏଚ୍ସି ମେଡିକାଲ ଅଧିକାରୀ ଡାକ୍ତର ବିଶ୍ୱଜିତ୍ ଭୂୟାଁ ଧରାପଡିଛନ୍ତି..୪୦ ହଜାର ଲାଞ୍ଚ ନେଉଥିଲେ..
ଖୋର୍ଦ୍ଧା :ଘରୋଇ ୟୁନିଭର୍ସିଟି ହଷ୍ଟେଲରୁ ଡିପ୍ଲୋମା ଛାତ୍ରଙ୍କ ମୃତଦେହ ଉଦ୍ଧାର, ମୃତ ଛାତ୍ର ଛତିଶଗଡର ହୋଇଥିବା ସୂଚନା..
ଓଡିଶାରେ ଲଭ୍ ଜିହାଦ୍, ଭୁବନେଶ୍ୱରରେ ଅଭିଯୁକ୍ତ କାଶ୍ମୀର ଯୁବକ ମହିଳା ଥାନାରେ ଅଟକ..
ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ
ମୁମ୍ବାଇ ଟ୍ରାଫିକ୍ କଣ୍ଟ୍ରୋଲ ରୁମକୁ ଆସିଛି ଧମକପୂର୍ଣ୍ଣ ମେସେଜ୍..
ନଭେମ୍ବର ୧୬ରେ ରାଜଯୋଗ; ଜାଣନ୍ତୁ କେଉଁ ୪ ରାଶି ହେବେ ଭାଗ୍ୟଶାଳୀ, ହଠାତ୍ ମିଳିବ ଧନ, ଚମକିବ ଭାଗ୍ୟ..
ଆନନ୍ଦପୁର ସୁନାଖମଣ ନିକଟରେ ଅଘଟଣ, ସେଲଫି ନେବା ବେଳେ ଭାସି ଯାଇ ସ୍କୁଲ ଛାତ୍ର ମୃତ..
ବାଲିଯାତ୍ରାରେ ଫୁଟପାତ୍ରେ ବସି ପାରିବେ ନାହିଁ ଉଠାଦୋକାନୀ -ହାଇକୋର୍ଟଙ୍କ ନିର୍ଦ୍ଦେଶ
ଜୋବ୍ରାଠାରୁ ଚହଟା, ଉପର ଏବଂ ତଳ ବାଲିଯାତ୍ରା ପଡିଆ ଏବଂ ଏହାର ଆଖପାଖ ରାସ୍ତାରେ ଏହି ଉଠା ଦୋକାନୀମାନଙ୍କୁ ବ୍ୟବସାୟ କରିବା ନିମନ୍ତେ ନିଷେଧ..
ତଳ ବାଲିଯାତ୍ରା ପଡିଆରେ ସେମାନଙ୍କ ବ୍ୟବସାୟ ନିମନ୍ତେ ନିର୍ଦ୍ଦିଷ୍ଟ ସ୍ଥାନ ଚିହ୍ନଟ କରାଯାଇଛି..
କଣ୍ଟାବାଞ୍ଜି : ବ୍ୟାଙ୍କ କର୍ମଚାରୀ ଭାଇ-ଭଉଣୀ ବାଇକ୍ରେ ଯିବା ବେଳେ ଟାଙ୍ଗିଆ ଲଗାଇ ୭ ଲକ୍ଷ ଲୁଟ୍..
ଜାଣନ୍ତୁ ଟପ୍ ୧୦ ତାଲିକା; ଦୁନିଆରେ ସବୁଠାରୁ ଅଧିକ ବିକ୍ରି ହୋଇଛି ଏହି ସ୍ମାର୍ଟଫୋନ୍..
ଜମ୍ମୁ-କାଶ୍ମୀର ସୋପୋରରେ ସୁରକ୍ଷାକର୍ମୀ -ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ୨ ଆତଙ୍କବାଦୀ ନିହତ..
ଜଳେଶ୍ୱର : ଭୋଗରାଇ ବ୍ଲକ୍ ବିଚିତ୍ରପୁର ବେଳାଭୂମିରୁ ଧରା ହେଲା ବଉଳା କୁମ୍ଭୀର..
ଗଞ୍ଜାମ : ବାଘ ପାଇଁ ଅଞ୍ଚଳବାସୀ ଭୟଭୀତ, ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀ ପହଞ୍ଚି ପାଦ ଚିହ୍ନ ମାପିବା ସହ ଲୋକଙ୍କୁ ସତର୍କ କଲା ବନ ବିଭାଗ..
ଦେଖନ୍ତୁ ଭିଡିଓ ; ମାତ୍ର କିଛି ସେକେଣ୍ଡରେ ହରିଣକୁ ଗୋଟା ଗିଳି ଦେଲା ଅଜଗର..


